ଓଡିଶା

ପହିଲାରେ ‘ସମ୍ବାଦ’ ପକ୍ଷରୁ ୱାକାଥନ୍‌ – bajravana

[ad_1]

ଭୁବନେଶ୍ବର: ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ୱାର୍ଲଡ ହାର୍ଟ ଡେ’ ପାଳନ କରାଯାଏ। ହୃତପିଣ୍ଡର ସୁସ୍ଥତା ପାଇଁ ଚାଲିବା ଏବଂ ଦୌଡ଼ିବାକୁ ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ‘ସମ୍ବାଦ’ ଓ ଫ୍ରିଡମ ଅଏଲ୍‌ ପକ୍ଷରୁ ଆସନ୍ତା ଅକ୍ଟୋବର ପହିଲା ସକାଳ ୬ଟାରେ ଭୁବନେଶ୍ବରରେ ଏକ ୱାକାଥନ ଆୟୋଜନ କରାଯାଇଛି। ‘ସମ୍ବାଦ’ ପକ୍ଷରୁ ତୃତୀୟ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର-୧ ପଡ଼ିଆରୁ ଉକ୍ତ ୱାକାଥନ ଆରମ୍ଭ ହେବ। ଏଥିରେ ସାମିଲ ବ୍ୟକ୍ତିମାନେ ଉକ୍ତ ପଡ଼ିଆରୁ ୱାକାଥନରେ ଯାଇ ପୁଣି ସେହି ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ। ଆଗ୍ରହୀ ବ୍ୟକ୍ତିମାନେ ସେମାନଙ୍କର ନାମ, ବୟସ, ଲିଙ୍ଗ ଏବଂ ଠିକଣା ଲେଖି ୯୦୪୦୩୮୩୮୨୦ ମୋବାଇଲ ‌ନମ୍ବରକୁ ହ୍ବାଟ୍‌ସଆପ୍‌ କରି ଏଥିପାଇଁ ପଞ୍ଜୀକରଣ କରିପାରିବେ। ପଞ୍ଜୀକୃତ କରିଥିବା ବ୍ୟକ୍ତିମାନଙ୍କୁ ୱାକାଥନରେ ସର୍‌ପ୍ରାଇଜ୍‌ ଗିଫ୍ଟ ପ୍ରଦାନର ବ୍ୟବସ୍ଥା ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button