ଜୀବନଚର୍ଯ୍ୟା

ସ୍ତନ୍ୟପାନ କରିବା ସମୟରେ ଥକ୍କାପଣ ଭଳି ସମସ୍ୟା ଦେଖା ଯିବାର କାରଣ ଜାଣନ୍ତି କି ?

ମହିଳାମାନଙ୍କ ଜୀବନଶୈଳୀ ଏତେ ସହଜସାଧ୍ୟ ନୁହେଁ । କେତେବେଳେ ଗର୍ଭଧାରଣ ପାଇଁ ସମସ୍ୟା ଉପୁଜିଥାଏ ତ କେତେବେଳେ ଗର୍ଭଧାରଣ ପରେ । ସେହିପରି ଶିଶୁଟିକୁ ଜନ୍ମ କରିବା ପରେ ମଧ୍ୟ ଆହୁରି ଅନେକ ସମସ୍ୟା ଭୋଗିବାକୁ ପଡେ, ଯେମିତିକି ସ୍ତନ୍ୟପାନ କରିବା ସମୟରେ ।ନୂଆ କରି ମା’ ହୋଇଥିବା ମହିଳାଙ୍କୁ ଥକ୍କା ଲାଗିଥାଏ, ଖାସ୍ କରି ସ୍ତନ୍ୟପାନ କରିବା ସମୟରେ । ସ୍ତନ୍ୟପାନ କରିବା ସମୟରେ ଦେଖାଦିଏ ଥକ୍କାପଣ ଭଳି ସମସ୍ୟା!ପିଲାଟିକୁ ଜନ୍ମ ଦେବା ପରେ ମା’କୁ […]

ରାଶିଫଳ

ଏହି ୫ ରାଶି ଧନବାନ୍ ହୋଇଥାନ୍ତି,ମା’ ଲକ୍ଷ୍ମୀଙ୍କର କୃପା ରହିଥାଏ

କିଛି ଲୋକଙ୍କ ଜୀବନରେ ବହୁତ କଷ୍ଟ ଆସିଥାଏ, ଖାସ୍ କରି ଗରିବ ପରିବାରରେ ଜନ୍ମ ହୋଇଥିଲେ, କିନ୍ତୁ ଦିନେ ଏପରି ସମୟ ଆସିଥାଏ ଯେତେବେଳେ ସେ ମଧ୍ୟ ଧନୀ ହୋଇଥାନ୍ତି ।ସେମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାରେ ଖୁବ୍ ଧନ ଅର୍ଜନ କରିଥାନ୍ତି । ମାତା ଲକ୍ଷ୍ମୀ ଏହି ରାଶିର ଲୋକଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଅଟନ୍ତି । ତେବେ ଆସନ୍ତୁ କେଉଁ ରାଶିର ବ୍ୟକ୍ତି ବିଶେଷ ଦିନେ ନା ଦିନେ ନିଶ୍ଚୟ ଧନବାନ ହୋଇଥାନ୍ତି […]

୨୧.୧୦.୨୦୧୮ ରବିବାର ଆଜିର ରାଶିଫଳ

ଆଜି ସୂର୍ଯ୍ୟ ନାରାୟଣଙ୍କର ପ୍ରିୟ ବାର , ଆପଣଙ୍କର ରାଶିର ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ସୂର୍ଯ୍ୟଙ୍କୁ ଜଳ ତର୍ପଣ କରନ୍ତୁ ଓ ଜବା କୁସୁମ ସମର୍ପଣ କରନ୍ତୁ ମେଷ:- ଆଜି ଚନ୍ଦ୍ରଙ୍କ ଦୃଷ୍ଟି ସମ୍ବନ୍ଧରୁ ବନ୍ଧୁ ମିଳନ ସହ  ଅର୍ଥନୈତିକ ଉତ୍କର୍ଷତା ମୁହଁରେ ହସ ଫୁଟାଇବ। ପାରିବାରିକ ସୈାଖ୍ୟ ସଙ୍ଗକୁ ପୁତ୍ରକନ୍ୟାଙ୍କ  ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଆତ୍ମୀୟମାନେ ଈର୍ଷାପରାୟଣ ମନୋଭାବ ନେଇ ଶତ୍ରୁତା ଆଚରଣ କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତି ସହ […]

ଦେଶବିଦେଶ

ରକ୍ଷାବନ୍ଧନ ଉପଲକ୍ଷେ ଉତ୍ତର ପ୍ରଦେଶରେ ମହିଳାମାନଙ୍କ ପାଇଁ ୪୮ଘଣ୍ଟିଆ ମାଗଣା ବସ୍‌ଯାତ୍ରା ବ୍ୟବସ୍ଥା: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ରକ୍ଷାବନ୍ଧନ ଉପଲକ୍ଷେ ଉତ୍ତର ପ୍ରଦେଶରେ ମହିଳାମାନଙ୍କ ପାଇଁ ୪୮ଘଣ୍ଟିଆ ମାଗଣା ବସ୍‌ଯାତ୍ରା ବ୍ୟବସ୍ଥା କରାଯାଇଥିବା କଥା ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଷ୍ଟ୍‌ କରାଯାଇଥିବା ଟୁଇଟ୍‌ରେ ଉଲ୍ଲେଖ ଅଛି: ରକ୍ଷାବନ୍ଧନ ଅବସରରେ, ରାଜ୍ୟର ସମସ୍ତ ମହିଳାମାନଙ୍କ ନିରାପଦ ଯାତ୍ରା ନିମନ୍ତେ ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ନିଗମ ମାଗଣା ବସ୍‌ଯାତ୍ରା ସୁବିଧା ଯୋଗାଇ ଦେବ। ଉପରୋକ୍ତ ବ୍ୟବସ୍ଥା ଅନୁସାରେ, ମହିଳାମାନେ ଅଗଷ୍ଟ ୧୦ ତାରିଖ ମଧ୍ୟରାତ୍ରରୁ […]

କାବୁଲ୍‌ରେ ବିସ୍ଫୋରଣ :ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ‘ଆଇଏସ୍‌’

କାବୁଲ: ଶୁକ୍ରବାର ଦିନ ଆଫଗାନିସ୍ତାନର ପଶ୍ଚିମ କାବୁଲ୍‌ ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଜନଗହଳି ସ୍ଥାନରେ ଉକ୍ତ ବିସ୍ଫୋରଣ ଘଟିଛି ବୋଲି ପୁଲିସ ମୁଖପାତ୍ର ଖଲିଦ୍‌ ଜର୍ଦାନ୍‌ କହିଛନ୍ତି। ଆଦିମ ହାଜରା ସମ୍ପ୍ରଦାୟ ଜନତାଙ୍କୁ ଟାର୍ଗେଟ୍‌ କରି କରାଯାଇଥିବା ଉକ୍ତ ବିସ୍ଫୋରଣ ନିମନ୍ତେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ନିଜକୁ ଦାୟୀ କରିଛି। ସ୍ଥାନୀୟ ଆଫଗାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, […]

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ: ଆଜି ସକାଳ ୧୦ଟା ବେଳେ ସଂସଦରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ପ୍ରଥମ ଭୋଟ୍‌ଖଣ୍ଡକ ଦେଇଛନ୍ତି। ତାଙ୍କ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ଅଶ୍ବିନୀ ବୈଷ୍ଣବ, ‘ବିଜେପି’ ଚିଫ୍‌ ହ୍ବିପ୍‌ ରାକେଶ ସିଂହ, ‘ଟିଆର୍‌ଏସ୍‌’ ସାଂସଦ ଏବଂ ‘ୱାଇଏସ୍‌ଆର୍‌ସିପି’ର ରଘୁରାମ କୃଷ୍ଣ ରାଜୁ ମଧ୍ୟ ନିଜ ନିଜର ମତଦାନ କରିଛନ୍ତି। ଏହି ଭୋଟ୍‌ ଗ୍ରହଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଭୋଟ୍‌ ଗ୍ରହଣ ଶେଷ […]

Socially Connect With Us