ଜ୍ୟୋତିଷ

କେଉଁ ଝିଅକୁ କେମିତିକା ଲାଇଫ ପାର୍ଟନର ମିଳିବ ? ଝିଅ ମାନେ ନିଜ ରାଶି ଅନୁସାରେ ଜାଣନ୍ତୁ ।

ରାଶି ଅନୁସାରେ କେଉଁ ଝିଅକୁ ମିଳିବ କେମିତି ଜୀବନସାଥି ? ହଁ ଆଜ୍ଞା ସବୁ ଝିଅ ମାନଙ୍କର ଏକ ଭଲ ଜୀବନସାଥି ପାଇବାର ଇଛା ରହିଥାଏ । ଯାହାଙ୍କୁ ବିବାହ କରିବା ପରେ ସେ ସବୁଦିନ ଖୁସିରେ ରହିପାରୁଥିବେ । ସବୁ ଝିଅ ଏମିତି ଏକ ସ୍ଵାମୀ ଚାହାନ୍ତି । ଯିଏ ତାଙ୍କୁ ସମ୍ମାନ କରିବା ସହ ତାଙ୍କୁ ଖୁବ ସାରା ଭଲ ମଧ୍ୟ ପାଉଥିବ । ତେବେ ବନ୍ଧୁଗଣ ରାଶି ଅନୁସାରେ ଝିଅ ମାନଙ୍କୁ ତାଙ୍କର କେମିତି ଜୀବନସାଥି ମିଳିବ ସେହି ସମ୍ପର୍କରେ ଆସନ୍ତୁ ଜାଣିବା ।

ମେଷ ରାଶି;- ଏହି ରାଶିର ଝିଅଙ୍କୁ ସୁନ୍ଦର ଓ ଶିକ୍ଷିତ ସ୍ଵାମୀ ମିଳିଥାଏ । ଏହି ରାଶିର ଝିଅଙ୍କ ସ୍ଵାମୀ ବହୁତ ଧାର୍ମିକ ସ୍ଵଭାବର ମଧ୍ୟ ହୋଇଥାନ୍ତି ।

ବୃଷ ରାଶି;- ଏହି ରାଶିର ଝିଅଙ୍କୁ ତାଙ୍କ ତୁଳନାରେ କମ୍ ପାଠ ପଢିଥିବା ବର ଅଧିକାଂଶ ସମୟରେ ମିଳିଥାଏ । ତେଣୁ ବିବାହ  ପରେ ଏହି ଝିଅ ମାନଙ୍କର ଜୀବନ ସାମାନ୍ୟ ସଂଘର୍ଷ ରହିଥାଏ ।

ମିଥୁନ ରାଶି;- ଏହି ରାଶିର ଝିଅଙ୍କୁ ରାଗୀ ସ୍ଵଭାବର ବର ମିଳିଥାଏ । ଯେଉଁ ମାନନ ମଧ୍ୟରେ ଅହଂଭାବ ସାମାନ୍ୟ ରହିଥାଏ । କଥା କଥାରେ ଏମାନେ ବହୁତ ଶୀଘ୍ର ରାଗିଯାଇଥାନ୍ତି ।

 

କର୍କଟ ରାଶି;- ଏହି ରାଶିର ଝିଅଙ୍କୁ ତାଙ୍କ ସ୍ଵାମୀ ବହୁତ ସମ୍ମାନ କରିଥାନ୍ତି । ହେଲେ ନିଜ ସ୍ତ୍ରୀ ତାଙ୍କ ହିସାବରେ ସବୁ କାମ କରୁ ସେମାନେ ଚାହିଁଥାନ୍ତି ।

ସିଂହ ରାଶି;- ଏହି ସିଂହ ରାଶିର ଝିଅଙ୍କୁ ଭଲ ବର ଟିଏ ମିଳିଥାଏ । ଜିଏକି ତାଙ୍କୁ ସମ୍ମାନ କରିବା ସହ ତାଙ୍କୁ ସବୁ ପ୍ରକାର ଖୁସି ଦେବାକୁ ଚାହିଁଥାନ୍ତି ।

କନ୍ୟା ରାଶି;- ଏହି ରାଶିର ଝିଅଙ୍କୁ ବହୁତ ଆକର୍ଷଣୀୟ, ସୁନ୍ଦର ଓ ଚଞ୍ଚଳ ସ୍ଵଭାବର ସ୍ଵାମୀ ମିଳିଥାନ୍ତି । ତେଣୁ ସେହି ପୁରୁଷ ମାନଙ୍କ ମଧ୍ୟରୁ କିଛି ଜଣ ଅନ୍ୟ ଝିଅଙ୍କ ସହ ମଧ୍ୟ ସମ୍ପର୍କ ରଖିଥାନ୍ତି ।

ତୁଳା ରାଶି;- ଏହି ରାଶିର ଝିଅଙ୍କୁ ବହୁତ ରାଗୀ ସ୍ଵାମୀଟିଏ ମିଳିଥାଏ । ହେଲେ ସେମାନେ ନିଜ ପରିବାରକୁ ବହୁତ ଅଧିକ ଭଲ ପାଇବା ସହ ତାଙ୍କ ଜୀବନସାଥିକୁ ମଧ୍ୟ ସମ୍ମାନ କରିଥାନ୍ତି ।

ବିଛା ରାଶି;- ବିଛା ରାଶିର ଝିଅଙ୍କୁ ବହୁତ ରୋମାଣ୍ଟିକ ସ୍ଵଭାବର ସ୍ଵାମୀ ମିଳିଥାଏ । ସେମାନେ ଏତେ ବହୁତ ସୁନ୍ଦର ସୁନ୍ଦର କଥା କହି ନିଜ ସ୍ତ୍ରୀ ର ମନକୁ କିଣି ନେଇଥାନ୍ତି ।

ଧନୁ ରାଶି;- ଏହି ରାଶିର ଝିଅଙ୍କୁ ଭାଗ୍ଯଶାଳୀ ସ୍ଵାମୀ ପ୍ରାପ୍ତ ହୋଇଥାନ୍ତି । ଏମାନେ ନିଜ ଜୀବନ ଠାରୁ ଅଧିକ ନିଜ ସ୍ତ୍ରୀ କୁ ଭଲ ପାଇଥାନ୍ତି ।

ମକର ରାଶି;- ଏହି ରାଶିର ଝିଅଙ୍କୁ ଅତି ସରଳ ସ୍ଵଭାବର ସ୍ଵାମୀ ମିଳିଥାଏ । ଜିଏକି ସବୁ ପରିସ୍ଥିତି ସହ ନିଜକୁ ଖାପଖୁଆଇ ଆରାମରେ ଚଳିଯାଇଥାନ୍ତି ।

କୁମ୍ଭ ରାଶି;- ଏହି ରାଶିର ଝିଅଙ୍କୁ ଭଲ ସ୍ଵାମୀ ମିଳିଥାନ୍ତି । ହେଲେ ଏମାନେ ସାମାନ୍ୟ ଲାଜୁଆ ସ୍ଵଭାବର ହୋଇଥିବାରୁ ଏମାନେ ଅଧିକାଂଶ ସମୟରେ ଏକାକୀ ରହିବାକୁ ଭଲ ପାଇଥାନ୍ତି ।

ମୀନ ରାଶି;- ମୀନ ରାଶିର ଝିଅଙ୍କୁ ଜଣେ ଭଲ ହୃଦୟର ସ୍ଵାମୀଟିଏ ମିଳିଥାଏ । ଏହି ଝିଅ ଯାହାଙ୍କୁ ବିବାହ କରିଥାନ୍ତି । ତାଙ୍କର ଆର୍ଥିକ ସ୍ଥିତି ଭଲ ରହିଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button