ଦେଶ ବିଦେଶ

କାଜୁ ଠାରୁ ବି ଅଧିକ ଶକ୍ତିଶାଳୀ ହୋଇଥାଏ ଏହି ଖାଦ୍ୟ ପଦାର୍ଥ, ଏହାକୁ ଖାଇଲେ ବଡ ବଡ ରୋଗ ଆପଣଙ୍କ ଠାରୁ ଦୂରରେ ରହିବ

ବନ୍ଧୁଗଣ ଯେବେ ବି ଡ୍ରାଇଫୃଟ ବିଷୟରେ ଆମ ମନରେ ଧ୍ୟାନ ଆସିଥାଏ, ସେତେବେଳେ ଆମକୁ ବାଦାମ, ପିସ୍ତା, କିସମିସ, କାଜୁ ଇତ୍ୟାଦି ମନେ ପଡିଥାଏ । ଏହା ସବୁ ବହୁତ ପୋଷ୍ଟିକ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଡ୍ରାଇ ଫୃଟ ବିଷୟରେ କହିବାକୁ ଯାଉଛୁ ଯାହା ଠାରୁ ଆପଣଙ୍କୁ ବହୁତ ଭଲ ଲାଭ ଓ ପୋଷ୍ଟିକ ମଧ୍ୟ ମିଳିଥାଏ । ତେବେ ଆପଣ ମାନେ ମଧ୍ୟ ଏହା ଜାଣିଛନ୍ତି ଯେ ଡ୍ରାଇ ଫୃଟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଡକ୍ଟର ମଧ୍ୟ ଲୋକଙ୍କୁ ରୋଗ ଠାରୁ ଦୂରେଇ ରହିବା ପାଇଁ ସବୁ ଦିନ ଡ୍ରାଇ ଫୃଟ ଖାଇବା ପାଇଁ କୁହନ୍ତି ।

ଆଜି ଆମେ ଯେଉଁ ଡ୍ରାଇ ଫୃଟ ବିଷୟରେ କହିବାକୁ ଯାଉଛୁ, ତାହା ବହୁତ ପୋଷ୍ଟିକ ଅଟେ ।  ଏଥିରୁ ବହୁତ ଦୁର୍ଲଭ ପୋଷକ ତତ୍ଵ ପ୍ରାପ୍ତ ହୋଇଥାଏ । ଏହି ଡ୍ରାଇ ଫୃଟର ନାମ ଅଖରୋଟ ଅଟେ ।

1- ବ୍ରେନ ପାୱାର ବଢାଇଥାଏ;- ମାନବ ଶରୀରରେ ମସ୍ତିସ୍କ କେନ୍ଦ୍ର ସଞ୍ଚାଳକ ରୂପରେ କାମ କରିଥାଏ, ତେବେ ମସ୍ତିସ୍କ ଭଲ ଏବଂ ସୁସ୍ଥ ରଖିବା ପାଇଁ ଯେଉଁ ତତ୍ଵ ଆବଶ୍ୟକ ହୋଇଥାଏ ତାହା ଅଖରୋଟରେ ଥାଏ । ଅଖରୋଟରେ ମେଲାଟୋନୀନ, ଓମେଗା 3, ଭିଟାମିନ e, ଏବଂ ଅନ୍ୟ ପୋଷକ ତତ୍ଵ ମସ୍ତିସ୍କ କ୍ରିୟା ଆମ ମସ୍ତିସ୍କକୁ ଭଲ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ ।

2- ଡାଇବେଟିସ ପାଇଁ ଲାଭକାରୀ;- ଡାଇବେଟିସ ଏହା ଏମିତି ଏକ ଭୟଙ୍କର ରୋଗ ଯେଉଁଥିରେ ଇନସୁଲିନ ଅଭାବ ହେବା ଦ୍ଵାରା ଆପଣଙ୍କ କିଡନି ଓ ହାର୍ଟ ଉପରେ ଖରାପ ପ୍ରଭାବ ପଡିଥାଏ । ତେବେ ଏହି ସ୍ଥିତିରେ ସବୁ ଦିନ ଅଖରୋଟ ସେବନ କରିବା ଦ୍ଵାରା ଆପଣଙ୍କ ଇନସୁଲିନ ସମସ୍ଯା ଦୂର ହୋଇଥାଏ । 3- କ୍ୟାନ୍ସର ଠାରୁ ରକ୍ଷା;- ଅନେକ ଅଧ୍ୟୟନରେ ଏହା ଜଣା ପଡିଛି ଯେ ଅଖରୋଟ ନା କେବଳ ପୁରୁଷଙ୍କୁ ତେବେ ମହିଳାଙ୍କୁ ମଧ୍ୟ ସେବନ କରିବା ଉଚିତ ଯାହା ଦ୍ଵାରା କ୍ୟାନ୍ସର ଭୂତାଣୁ ଆପଣଙ୍କୁ କୌଣସି କ୍ଷତି ପହଞ୍ଚାଇ ପାରିବେ ନାହିଁ ।

4- ସୁସ୍ଥ ହାର୍ଟ;- ଅଖରୋଟରେ ଏମିତି ଗୋଟେ ମାଇକ୍ରୋ ନ୍ୟୂଟ୍ରିଏଣ୍ଟ ରହିଥାଏ । ଯାହା ଏନ୍ଟିଅକ୍ସିଡେଣ୍ଟ ଭରପୁର ହୋଇଥାଏ । ଏଥିରେ ଓମେଗା-3 ଭଳି ଫ୍ୟାଟି ଏସିଡ ଓ ଲାର୍ଜେନଈନ ଭଳି ଏମୀନୋ ଏସିଡ ରହିଥାଏ  । ଯାହା ହାର୍ଟ ପାଇଁ ବହୁତ ଲାଭକାରୀ ହୋଇଥାଏ । 5- ପୁରୁଷଙ୍କ ପାଇଁ ବରଦାନ;- ଅଖରୋଟରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ ଯାହା ପୁରୁଷଙ୍କ ଗୁପ୍ତ ଦୁର୍ବଳତାକୁ ଭଲ କରିବାରେ ସାହାଜ୍ଯ କରେ । ପୁରୁଷ ମାନଙ୍କୁ ଏକ ବହୁତ ଭଲ ଊର୍ଜା ପ୍ରଦାନ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button