ଦେଶ ବିଦେଶ

ଏହି 4 ଟି ଜାଗାରେ ସିନ୍ଦୁର ଲଗାନ୍ତୁ, କେବେବି ସ୍ଵାମୀ ଅଗ ଗୋଡରେ କଣ୍ଟା ବାଜିବନି

ପ୍ରତ୍ଯେକଟି ବିବାହିତା ମହିଳାଙ୍କର ସିନ୍ଦୁର ହେଉଛି ତାଙ୍କର ସଧବାର ପ୍ରତୀକ । ଝିଅଟି ବିବାହ କରିସାରିବା ପରେ ନିଜ ସ୍ଵାମୀଙ୍କ ନାମରେ ନିଜ ମଥାରେ ସିନ୍ଦୁର ଲଗାଇଥାଏ । ତେବେ ସନାତନ ଧର୍ମରେ ପ୍ରତ୍ଯେକଟି ବିବାହିତା ମହିଳା ନିଜ ମଥାରେ ସିନ୍ଦୁର ଲଗାଇବା ପ୍ରଥା ରହିଆସିଛି । ତେବେ ମହିଳା ମାନେ କେବଳ ଯେ ମଥାରେ ନୁହେଁ, ବଂର ଶରୀରର ଅନ୍ୟ 4 ଗୋଟି ସ୍ଥାନରେ ମଧ୍ୟ ସିନ୍ଦୁର ଲଗାଇବା ନିୟମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଶରୀରର କେଉଁ 4 ଟି ସ୍ଥାନରେ କେଉଁ ଦେବୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀର ଅଗ ଗୋଡରେ କଣ୍ଟା ବାଯିବ ନାହିଁ ଆସନ୍ତୁ ଏଠାରେ ଜାଣିବା ।

1- ମହିଳା ମାନେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ନିଜ ମଥା ଅର୍ଥାତ ସିନ୍ଥିରେ ସିନ୍ଦୁର ଲଗାଇବା ଉଚିତ । ଏହା ପ୍ରତିଦିନ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶ୍ରୀବାଦ ଉକ୍ତ ଦମ୍ପତ୍ତି ତଥା ସଂପୂର୍ଣ୍ଣ ପରିବାର ଉପରେ ରହିଥାଏ । ଏଥିସହ ସେହି ମହିଳାଙ୍କ ସ୍ଵାମୀର ଆର୍ଥିକ ସ୍ଥିତି କେବେବି ଖରାପ ହୋଇନଥାଏ । ତେଣୁ ମଥାରେ ସିନ୍ଦୁର ଲଗାଇବା ସମୟରେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାନ୍ତୁ । ସ୍ଵାମୀ ସବୁବେଳେ ଲକ୍ଷ୍ମୀବନ୍ତ ହୋଇ ରହିବେ ।

2- ମହିଳା ମାନେ ମାତା ଚଣ୍ଡୀଙ୍କୁ ସ୍ମରଣ କରି ନିଜ କପାଳ ମଝିରେ ସିନ୍ଦୁର ଲଗାଇବା ଉଚିତ । ଏହା ପ୍ରତିଦିନ କରିବା ଦ୍ଵାରା ମାତା ଚଣ୍ଡୀଙ୍କ ଆଶ୍ରୀବାଦ ଆପଣଙ୍କ ସ୍ଵାମୀଙ୍କ ଉପରେ ସବୁବେଳେ ରହିଥାଏ । ଯେତେବେଳେ ନିଜ କପାଳରେ ସିନ୍ଦୁର ଧାରଣ କରୁଛନ୍ତି । ସବୁବେଳେ ମାତା ଚଣ୍ଡୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାନ୍ତୁ । ସ୍ଵାମୀଙ୍କ ଉପରେ କୌଣସି ବଡ ସ୍ଵାସ୍ଥ ଜନିତ ସଙ୍କଟ ଆସିବ ନାହିଁ ।

3- ମହିଳା ମାନେ ମାତା ସରସ୍ଵତୀଙ୍କୁ ସ୍ମରଣ କରି ନିଜ କଣ୍ଠରେ ସିନ୍ଦୁର ଲଗାଇବା ଉଚିତ । ଯେପରି କୌଣସି ସମୟରେ ତାଙ୍କର ତାଙ୍କ ସ୍ଵାମୀ ପ୍ରତି କୌଣସି କଟୁ କି ଅପଶବ୍ଦ ନବାହାରୁ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ସୁ ସମ୍ପର୍କ ବଜାୟ ରଖିବା ପାଇଁ ଆପଣ ମାତା ସରସ୍ଵତୀଙ୍କୁ ଧ୍ୟାନରେ ରଖି କଣ୍ଠରେ ସିନ୍ଦୁର ଲଗାନ୍ତୁ ।

4- ମହିଳା ମାନେ ଶଙ୍ଖାରେ ସିନ୍ଦୁର ଲଗାଇବା ସମୟରେ ମାତା ସାବିତ୍ରୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାଇବେ । ମାତା ସାବିତ୍ରୀଙ୍କୁ ଧ୍ୟାନରେ ରଖି ନିଜ ସ୍ଵାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ମାତା ସାବିତ୍ରୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାନ୍ତୁ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଜ୍ଞାନପୂର୍ଣ୍ଣ କଥା ପାଇଁ ଯୋଡି ହୋଇ ରହିଥାନ୍ତୁ । ପେଜକୁ ଗୋଟେ ଲାଇକ୍ କରିବା ସହ ବହୁ ମାତ୍ରାରେ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button