ମନୋରଞ୍ଜନ

ଗୁଗଲରେ ଏହି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ଅଧିକ ସର୍ଚ୍ଚ କରିଛନ୍ତି ଲୋକେ – bajravana

[ad_1]

ମୁମ୍ବାଇ: ଲୋକ ନିଜ ମନ ପସନ୍ଦର ବ୍ୟକ୍ତିତ୍ବ ବିଷୟରେ ଜାଣିବା ପାଇଁ ଗୁଗଲର ସାହାଯ୍ୟ ନେଇଥାନ୍ତି। ଲୋକପ୍ରିୟ ବ୍ୟକ୍ତିତ୍ବଙ୍କ ଅତୀତ ସହ ବର୍ତ୍ତମାନ, ଶିକ୍ଷାଗତ ଯୋଗ୍ୟତାଠାରୁ ଆରମ୍ଭ କରି ପେସାଦାର ଓ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଆମେ ଗୁଗଲର ସାହାଯ୍ୟ ନେଇଥାଉ। ଜଣେ ଗୁଗଲର ସର୍ଚ୍ଚ ହିଷ୍ଟ୍ରି ଦେଖିଲେ ଆପେ ଜାଣି ପାରିବ ଯେ, କାହା ବିଷୟରେ ଲୋକେ ଅଧିକ ଜାଣିବାକୁ ଚାହିଁଛନ୍ତି। ୨୦୨୩ ମସିହାରେ ‌ଲୋକେ ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ତାଙ୍କ ନାମ ଗୁଗଲରେ ଅଧିକ ସର୍ଚ୍ଚ କରିଥିବ‌ା ସାମ୍ନାକୁ ଆସିଛି।

Bollywood actress Kiara Advani was the most Googled celeb in 2023.
news18

ଅଭିନେତ୍ରୀଙ୍କ ନାମ ହେଉଛି କିଆରା ଆଡଭାନୀ। ଆଜ୍ଞା ହିଁ, ୨୦୨୩ ମସିହ‌ାରେ କିଆରାଙ୍କ ନାମ ଗୁଗଲରେ ଅଧିକ ସର୍ଚ୍ଚ କରାଯାଇଥିବା ସାମ୍ନାକୁ ଆସିଛି। ଗୁଗଲ ଇଣ୍ଡିଆ ଏକ ତାଲିକା ଜାରି କରିଛି, ଯେଉଁଥିରେ ୧ନଂରେ ରହିଛନ୍ତି କିଆରା। ଦ୍ବିତୀୟରେ କ୍ରିକେଟର ଶୁଭମନ ଗିଲ୍ ରହିଥିବା ବେଳେ ତୃତୀୟରେ କ୍ରିକେଟର ରାଚିନ୍ ରବିନ୍ଦ୍ର, ଚତୁର୍ଥରେ କ୍ରିକେଟର ମହମ୍ମଦ ସାମି, ପଞ୍ଚମରେ ୟୁଟ୍ୟୁବର ଏଲଭିସ୍ ଯାଦବ ଓ ଷଷ୍ଠ ସ୍ଥାନରେ ରହିଛନ୍ତି କିଆରାଙ୍କ ସ୍ବାମୀ ତଥା ଅଭିନେତା ସିଦ୍ଧାର୍ଥ ମଲହୋତ୍ରା।

କିଆରାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ସତ୍ୟପ୍ରେମ କି କଥା’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ସୁପରହିଟ୍ ‌ହୋଇଥିଲା। ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ କାର୍ତ୍ତିକ ଆରୟନ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button