ଦେଶ ବିଦେଶ

ପତ୍ନୀଙ୍କୁ ଭେଟିବା ଲାଗି ଘରେ ପହଞ୍ଚିଲେ ସିସୋଦିୟା – bajravana

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ରୋଗୀଣା ପତ୍ନୀଙ୍କୁ ଭେଟିବା ପାଇଁ ଘରେ ପହଞ୍ଚିଛନ୍ତି । ଦିଲ୍ଲୀ ପୁଲିସ ସିସୋଦିୟାଙ୍କୁ କଏଦୀଙ୍କ ପାଇଁ ବ୍ୟବହୃତ ହେଉଥିବା ଭ୍ୟାନରେ ତିହାଡ଼ ଜେଲରୁ ତାଙ୍କ ଘରେ ପହଞ୍ଚାଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ଜୁନରେ ବି ମନିଷ ସିସୋଦିୟାଙ୍କୁ ପତ୍ନୀଙ୍କୁ ଭେଟିବାର ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ସେଥିପାଇଁ ସେହି ସମୟରେ ସିସୋଦିୟା ତାଙ୍କ ପତ୍ନୀଙ୍କୁ ଭେଟିପାରି ନଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button