ଦେଶ ବିଦେଶ

ମିଛ ପ୍ରେମର 5 ଟି ସଙ୍କେତ, ଜାଣି ରଖନ୍ତୁ କେବେ ବି ଧୋକା ଖାଇବେନି…

ପ୍ରେମ ସମ୍ପର୍କ ଦୁଇଟି ମନକୁ ବାନ୍ଧି ଏକ କରି ରଖିଥାଏ । ପରସ୍ପର ପ୍ରତି ନିସ୍ଵାର୍ଥପର ଭଲ ପାଇବା ରହିଥାଏ । ଜଣଙ୍କ ବିନା ଆଉ ଜଣେ ଅଧୁରା ବୋଲି ଅନୁଭବ ହୋଇଥାଏ । କିନ୍ତୁ ଆଜିର ଏହି ମିଛ ଏବଂ କଳୁଷିତ ଦୁନିଆରେ ପ୍ରକୃତ ପ୍ରେମ ହଜିସାରିଲାଣି । ପ୍ରତ୍ୟକ ପ୍ରେମିକ ପ୍ରେମିକା ଭଲ ପାଇବାରେ ଧୋକା ପାଉଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ମିଛ ପ୍ରେମର 5ଟି ସଙ୍କେତ ସମ୍ପର୍କରେ ଯାହା ଆପଣଙ୍କୁ ପ୍ରେମର ସତ୍ୟତା ଜଣାଇଦେବ ।

 

ପ୍ରତ୍ୟକ ମଣିଷ ନିଜ ଜୀବନରେ କାହାକୁ ନା କାହାକୁ କେବେ ନା କେବେ ଭଲ ପାଇଥାଏ । ବହୁତ ଥର ତାଙ୍କ ମନରେ ଏହି ପ୍ରଶ୍ନ ଉଠିଥିବ କି ତାଙ୍କୁ  ଭଲ ପାଉଥିବା ସାଥି ତାଙ୍କୁ ପ୍ରକୃତ ଭଲ ପାଉଛି ନା ମିଛ ଭଲ ପାଇବା ଦେଉଛି । ମିଛ ପ୍ରେମ କରୁଥିବା ବ୍ୟକ୍ତିକୁ ଯେତେବଳେ ଆପଣ ଯେତେବେଳେ ଆପଣଙ୍କ ସମ୍ପର୍କ କଥା ପଚାରିବେ ସେତେବେଳେ ସେ ଉତ୍ତର ଦେବେ କି ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । କିନ୍ତୁ ମୁଁ ତମକୁ ବିବାହ କରିପାରିବି ନାହିଁ । ସେ କହିଥାନ୍ତି କି ମୁଁ ତୁମକୁ ବହୁତ ଭଲ ପାଏ କିନ୍ତୁ ଘର ଲୋକ କେବେ ବି ଆମ ସମ୍ପର୍କ ପାଇଁ ରାଜି ହେବେନି ।

ମୁଁ ତୁମକୁ ବହୁତ ଭଲ ପାଏ କିନ୍ତୁ ଆମ ଜାତି ଅଲଗା ଅଟେ । ଦିତୀୟ ମିଛ ସଙ୍କେତ ହେଉଛି, ଯେଉଁ ବ୍ୟକ୍ତି ଆପଣଙ୍କୁ ପ୍ରକୃତରେ ଭଲ ପାଇଥାଏ ସେ ଆପଣଙ୍କୁ ପରିବାର ଲୋକଙ୍କ କଥା ସବୁବେଳେ ପଚାରିଥାଏ । ଆପଣଙ୍କ ଭବିଷ୍ୟତକୁ ନେଇ ସବୁବେଳେ କଥା ହୋଇଥାଏ । କିନ୍ତୁ ଗୋଟିଏ ମିଛ ପ୍ରେମିକ କେବେ ମଧ୍ୟ ଏହିସବୁ କଥା ପ୍ରତି ଧ୍ୟାନ ଦେବ ନାହିଁ ।

 

ସେ କେବଳ ଆପଣଙ୍କ ଠାରୁ ଗୋଟିଏ ଜିନିଷ ହିଁ ଚାହିଁବ ଆପଣଙ୍କ ଠାରୁ ତାଙ୍କ ଜରୁରତ ପୁରା କରିବା । ତୃତୀୟ ମିଛ ସଙ୍କେତ, ମିଛ ପ୍ରେମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କେବେ ମଧ୍ୟ ବୁଝାବଣା ମନଭାବ ନଥାଏ । ସାରାଦିନ କଥା ହୋଇ କେବଳ ପରସ୍ପରର ଭୁଲକୁ ହିଁ ଖୋଜିଥାନ୍ତି ।

ତାଙ୍କୁ ଆପଣଙ୍କ ସମସ୍ୟା ଏବଂ କଷ୍ଟର କୌଣସି ଫରକ ବ ଚିନ୍ତା ନଥାଏ । ତାଙ୍କୁ କେବଳ ଆପଣଙ୍କ ମଧ୍ୟରେ ଥିବା କମି ଦେଖା ଯାଇଥାଏ ।ଚତୁର୍ଥ ମିଛ ସଙ୍କେତ, ମିଛ ପ୍ରେମରେ ସର୍ବଦା ସର୍ତ୍ତ ରହିଥାଏ । ହଦ ପାର ହୋଇ ସର୍ତ୍ତ ରଖୁଥିବା ବ୍ୟକ୍ତି ଆପଣଙ୍କୁ ମିଛ ଭଲ ପାଇବା ଦେଇଥାନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button