ସ୍ୱାସ୍ଥ୍ୟ

3 ଦିନ ପାଣିରେ ମିଶାଇ ପିଇ ନିଅନ୍ତୁ, ଆଜୀବନ ରହିବେ ନିରୋଗୀ, ନର୍ଭ ବ୍ଲକେଜ, ହାତ ଗୋଡ ଝିମିଝିମି ହେବା, ସୁଗାର ସବୁ ଗାୟବ

ରୋଗରୁ ମୁକ୍ତି ପାଇବାର ଉପାୟ ଆମକୁ ଜଣା ନଥାଏ ଯାହାଫଳରେ ଆମେ ରୋଗରେ ପୀଡିତ ହୋଇ କଷ୍ଟ ପାଇଥାଉ । ଔଷଧ ଠାରୁ ମଧ୍ୟ ଅଧିକ କାମ ଦେଖାଇ ଥାଏ କିଛି ଘରୋଇ ଉପଚାର । ଯାହା ଆପଣଙ୍କ ଶିର ଦୁର୍ବଳ, ବ୍ଲକେଜ, ଦୁର୍ବଳ ହାଡ, ଆଣ୍ଠୁ ଗଣ୍ଠି କଷ୍ଟ, ବାତ ଦୋଷ ଇତ୍ୟାଦିକୁ ଠିକ କରିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ପର୍କରେ ଯାହା ଆପଣଙ୍କୁ ଏହି ସମସ୍ତ ରୋଗକୁ ମୁକ୍ତି ଦେବ ।

 

ଆପଣଙ୍କୁ ଏହି ସମସ୍ତ ରୋଗର ନିରାକରଣ ପାଇଁ ଅଦା ଚାହା ପିଇବା ଆବଶ୍ୟକ । ଅଦା ଭିତରେ ବହୁତ ଅଧିକ ଏବଂ ଫାଇଦା ଦେବା ଭଳି ଆଣ୍ଟି ଆକ୍ସିଡେଣ୍ଟରହିଥାଏ । ଯାହାକି ଆପଣଙ୍କ ଶରୀରରେ ଥିବା ଆକ୍ସିଡେଟିଭ ଡ୍ୟାମେଜକୁ ଠିକ କରିଦେଇଥାଏ । ଅଦା ଭିତରେ ଥିବା ଜିଞ୍ଜରଲ ଆପଣଙ୍କ ଶରୀର ଭିତରେ ହେଉଥିବା ଦରଜ ଏବଂ ଶିର ଭିତରେ ଯେଉଁ ବ୍ଲକେଜ ହୋଇଥାଏ ବା କୋଲେଷ୍ଟ୍ରଲ ଜମିଥାଏ ସେହିସବୁକୁ କମ କରିବାର କାମ କରିଥାଏ ।

ତେବେ ଆପଣ ଏହି ଚାହାକୁ କିଭଳି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା । ଆପଣଙ୍କୁ ଏହି ଅଦା ଚାହା ପ୍ରସ୍ତୁତ କରିବା ପାଇଁ ଦୁଇ କପ ପାଣି ନେବା ଆବଶ୍ୟକ । ଏବଂ ଏଥିରେ ଆପଣଙ୍କୁ ଏକ ଚାମଚ ଘସା ହୋଇଥିବା ଅଦା ପକାଇବା ଆବଶ୍ୟକ । ଅଦାକୁ ଆପଣ ଘସନ୍ତୁ ଏବଂ ସେହି ଘସା ହୋଇଥିବା ଅଦାରୁ ଏକ ଚାମଚ ଅଦା ନେଇ ଆପଣ ଦୁଇ କପ ନେଇଥିବା ପାଣିରେ ମିଶାଇ ଭଲ ଭାବରେ ଫୁଟାନ୍ତୁ ।

 

ଏହାକୁ ଆପଣଙ୍କୁ ଦୁଇ କପ ପାଣିରୁ ଫୁଟି ଫୁଟି ଏକ କପ ହେବା ପର୍ଯ୍ୟନ୍ତ ଫୁଟାଇବା ଆବଶ୍ୟକ । ଯେତେବେଳେ ଏହା ଏକ କପ ହୋଇଯିବ ଏହାକୁ ଆପଣ ଛାଣି ଦିଅନ୍ତୁ ଏବଂ ଗରମ ଗରମ ଚାହା ଭଳି ପିଅନ୍ତୁ । ଯଦି ଆପଣଙ୍କ ଠାରେ ଡାଇବେଟିସ ନାହିଁ ତେବେ ଆପଣ ଏଥିରେ ମହୁ ମିଶାଇ ପାରିବେ ।

ଆପଣ ଚାହିଁଲେ ଏହାକୁ ଫୁଟାଇବା ସମୟରେ ଛୋଟ ଖଣ୍ଡ ଡାଲଚିନି ମଧ୍ୟ ପକାଇ ପାରିବେ । ଏହି ଉପାୟକୁ ଆପଣଙ୍କୁ ଦିନକୁ ଦୁଇ ଥର ବ୍ୟବହାର କରିବା ଆବଶ୍ୟକ । ଗୋଟିଏ ଥର ଆପଣ ସକାଳର ଖାଇବା ପରେ ହେଉ ବା ଦ୍ଵିପହର ଖାଇବା ପରେ ହେଉ ନେଇପାରିବେ । ଆଉ ଥରେ ଆପଣ ନେଇ ପାରିବେ ରାତିରେ ଖାଇବା ଖାଇ ସାରିବା ପରେ ।

 

ଆପଣ ଏହାର ସେବନ କରି କେବଳ 15 ଦିନରେ ଫାଇଦା ଦେଖିବା ପାଇଁ ପାଇବେ । ଏହିଭଳି ଭାବରେ ଆପଣ ଏହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଶରୀରରେ ରହିଥିବା ବ୍ଲକେଜ, ଆଣ୍ଠୁ ଗଣ୍ଠି କଷ୍ଟ, ବାତ, ଇତ୍ୟାଦି ସମସ୍ୟାରୁ ଆପଣଙ୍କୁ ବହୁତ ଶୀଘ୍ର ମୁକ୍ତି ମିଳିପାରିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button