ଦେଶ ବିଦେଶ

ଖାଉଥିଲେ କ୍ଷୀର ଓ ରୁଟି… ଚାହୁଁ ଚାହୁଁ ସ୍ୱାମୀ ଆଖି ସାମ୍ନାରେ ଏକା ସାଙ୍ଗରେ ଚାଲିଗଲେ ସ୍ତ୍ରୀ ଓ ଦୁଇ ପୁଅ..

ଆଖି ଆଗରେ ଜଣଙ୍କ ପରେ ଜଣଙ୍କର ଜୀବନ ଚାଲିଗଲା । ମୁଁ ଖାଉଥିଲି ମୋ ସ୍ତ୍ରୀ ଓ ଦୁଇ ପିଲାର ଜୀବନ ଚାଲି ଗଲା । କିଏ ଜାଣିଥିଲା ଆମେ ସବୁ ମିଶି ଖାଇଥିଲୁ ଆଉ ସୋଇଥିଲୁ । ହେଲେ ଅଧ ରାତି ରେ ଘଟିଲା ଏମିତି ଅଘଟଣ । ହଁ ଦର୍ଶକ ବନ୍ଧୁ ଅଧ ରାତି ରେ ମା, ସ୍ତ୍ରୀ, ଦୁଇ ପୁଅ ହଠାତ ଅସୁସ୍ଥ ହୋଇ ପଡିଥିଲେ । କିଛି କୁଆଡେ ବୁଝିବା ଆଗରୁ ସବୁ କିଛି ସରିଗଲା ।

 

ଖାଇବା ପରେ ସ୍ଵାମୀ, ସ୍ତ୍ରୀ, ଦୁଇ ପୁଅ ଘରେ ସୋଇଥିଲେ । ହେଲେ ଅଧ ରାତିରେ ସମସ୍ତଙ୍କର ଝାଡା, ବାନ୍ତି ଆରମ୍ଭ ହୋଇଗଲା । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଥିଲା ହେଲେ ଖାଇବା ପରେ ଝାଡା ବାନ୍ତି ଆରମ୍ଭ ହୋଇଗଲା । ସପରିବାର ରୁଟି, ତରକାରୀ ସହ କ୍ଷୀର ପିଇଥିଲେ । ସ୍ଵାମୀ ଆଖି ଆଗରେ ସ୍ତ୍ରୀ, ଦୁଇ ପୁଅଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଲା ।

ଏହାକୁ ଦେଖି ସ୍ଵାମୀ ସ୍ତବ୍ଧ ହୋଇଗଲେ ଆଉ ଦେଖୁ ଦେଖୁ ଆଖି ଆଗରେ ଜଣଙ୍କ ପରେ ଜଣଙ୍କର ଜୀବନ ଚାଲି ଗଲା । ଏ କଥା କେମିତି ବା ସହିଥାନ୍ତେ ସ୍ଵାମୀ । ଏବେ ବାପା ଜଣକ ମେଡିକାଲ ବେଡ ରେ ବସି ଏମିତି ସବୁ କହି କହି କାନ୍ଦି ପକାଉଛନ୍ତି । ଏକ ସହ 3 ଜଣଙ୍କର ମୃତ୍ୟୁ ହୋଇଯିବ ସ୍ଵାମୀ ଜାଣି ନ ଥିଲେ । ଦୁଇ ପୁଅଙ୍କର ବୟସ ମାତ୍ର 8 ବର୍ଷ ।

Related Articles

Leave a Reply

Your email address will not be published. Required fields are marked *

Back to top button