ଜ୍ୟୋତିଷ

କୁମ୍ଭ ରାଶିର ଲୋକଙ୍କ ଭବିଷ୍ୟ, ଜୀବନର ଖୁସି ଦୁଃଖ ସବୁ କିଛି

ଜ୍ୟୋତିଷଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ଗୁ,ଗେ,ଗ,ସୁ,ସେ,ସୋ,ଆରମ୍ଭ ହୋଇଥାଏ ସେମାନେ କୁମ୍ଭ ରାଶିର ହୋଇଥାନ୍ତି। ଏ ରାଶି ଚକ୍ରର ଏଗାର ତମ ରାଶି ଅଟେ ଏହି ରାଶିର ସ୍ବାମୀ ଶନି ଅଟନ୍ତି। ଶାସ୍ତ୍ର ଅନୁସାରେ ରାଶିରୁ ବହୁତ କିଛି ଜାଣିହେବ। ଆଜି ଆମେ ଜାଣିବା କମ୍ଭ ରାଶି ବ୍ୟକ୍ତିଙ୍କ ଦଶଟି ଗୁଣ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ସ୍ବାମୀ ଶନି ଅଟନ୍ତି।  ଶନି ମଣ୍ଡଳୀ ଗ୍ରହ ଅଟେ ଏହାର ରଙ୍ଗ ନୀଳ ଅଟେ। ତେଣୁ ଏହି ରାଶିର ଲୋକ ଗମ୍ଭୀରତା ହେବାକୁ ଚେଷ୍ଟା କରନ୍ତି ।

ଦ୍ବିତୀୟରେ କୁମ୍ଭ ରାଶିର ଲୋକ ବୁଦ୍ଧିମାନ ହେବାସହ ବୁଦ୍ଧିମାନ ଭଳି ବ୍ଯବହାର କରିଥାନ୍ତି । ସେମାନେ ପ୍ରକୃତିକୁ ବହୁତ ଭଲପାଆନ୍ତି । ନମ୍ବର ତିନି ଏହି ରାଶିର ଲୋକେ ସାହିତ୍ୟ କଳା ସଂଗୀତ ଦାନ କରିବା ପସନ୍ଦ ଅଟେ ।ଏମାନଙ୍କ ସାହିତ୍ୟି ପ୍ରତି ପ୍ରେମ ଅତି ଉଚର । ନମ୍ବର ଚାରି ଏମାନେ କାହା ସହବି ଯଲ୍ଦି ସାଙ୍ଗ ହୋଇଯାଆନ୍ତି।ଏମାନେ ସାମାଜିକ କାଯ୍ୟକ୍ରମ ରେ ମନ ଦିଅନ୍ତି। ନମ୍ବର ପାଞ୍ଚ ଏମାନେ କେବଳ ବୁଦ୍ଧିମାନ ଲୋକଙ୍କ ସହ କଥା ହୁଅନ୍ତି।

ନମ୍ବର ଛଅ ଏମାନଙ୍କ ବ୍ୟବହାର ସମସ୍ତଙ୍କୁ ନିଜ ଆଡକୁ ଟାଣି ଆଣେ । ସାତ ନମ୍ବରରେ କୁମ୍ଭ ରାଶିର ଲୋକ ବହୁତ ଭଲ ହୋଇଥାନ୍ତି ଏମାନଙ୍କ ବ୍ୟବହାର ସ୍ନେହପୂଣ୍ଣ ହୋଇଥାଏ।

 

ନମ୍ବର ଆଠ ଏମାନଙ୍କ ରୁଚି ଭଲ ଖାଇବା ଓ ଭଲ ପିନ୍ଧିବା ଅଟେ । କହିବା ଅପେକ୍ଷା ଶୁଣିବାକୁ ପସନ୍ଦ କରନ୍ତି । ନଅ ନମ୍ବର ଏମାନେ ବହୁତ ସଚ୍ଚା ଅଟନ୍ତି ସେଥିପାଇଁ ଝିଅମାନେ ତାଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି ।

 

ନମ୍ବର ଦଶ ଏମାନେ ନିଜ ଇଚ୍ଛାକୁ ଅନ୍ୟଜଣକୁ ଚେଷ୍ଟା କରନ୍ତି ନାହିଁ ନିଜ ଘର ଓ ପରିବାରକୁ ଭଲ ପାଇଥାନ୍ତି। କୁମ୍ଭ ରାଶି ବ୍ୟକ୍ତିଙ୍କର ଏହି ଦଶଟି ଗୁଣ ରହିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button