ଜ୍ୟୋତିଷ

ଏହି 5 ଟି ମାସରେ ଜନ୍ମ ହୋଇଥିବା ଝିଅ ଅତ୍ୟନ୍ତ ଭାଗ୍ଯଶାଳୀ, ହୋଇଥାନ୍ତି ସାକ୍ଷାତ ମା’ଲକ୍ଷ୍ମୀଙ୍କ ରୂପ

ଶାସ୍ତ୍ରରେ ନାରୀ ମାନଙ୍କ ଠାରେ ମା ଲକ୍ଷ୍ମୀଙ୍କର ବାସ ଥାଏ ବୋଲି କୁହାଯାଇଛି । ଏଥିପାଇଁ ଯେବେ ଗୃହରେ ଝିଅ ଜନ୍ମ ହୋଇଥାନ୍ତି ଲୋକ ମାନେ କହିଥାନ୍ତି ଘରକୁ ଲକ୍ଷ୍ମୀ ଆସିଲେ ବା ଲକ୍ଷ୍ମୀଙ୍କର ଆଗମନ ହେଲା । ଅନେକ ଲୋକଙ୍କ କହିବା ଅନୁଯାୟୀ ଝିଅମାନେ ଘର ପାଇଁ ସୁଖ ସମୃଦ୍ଧି ଓ ଯଶ ଆଣିଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଝିଅ ମାନଙ୍କର ଜନ୍ମ ସହ ତାଙ୍କର ଜନ୍ମ ମାସ ବହୁତ ଭାଗ୍ୟବନ ହୋଇଥାଏ ।

 

ଏହି ମାସର ଜନ୍ମ ହୋଇଥିବା ଝିଅମାନେ କେବେଳ ଭାଗ୍ୟଶାଳୀ ହୋଇଥାନ୍ତି ତାହା ନୁହେଁ ବରଂ ଏମାନଙ୍କୁ ଭଲ ଶାଶୁଘର ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମିତ ଝିଅମାନେ ଭାଗ୍ୟଶାଳି ହୋଇଥାନ୍ତି । ୧- ଫେବୃଆରି ମାସ : ଫେବୃଆରୀ ମାସରେ ଜନ୍ମ ହୋଇଥିବା ଝିଅଙ୍କର ସ୍ଵଭାବ ବହୁତ ବିନମ୍ର ହୋଇଥାଏ । ସେମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନଙ୍କର ବିବାହ ପରେ ଭଲ ଘର ମିଳିବା ସହ ନିଜ ଘରେ ସୁଖ ସମୃଦ୍ଧି ଆଣିଥାନ୍ତି ।

୨- ଏପ୍ରିଲ ମାସ : ଏପ୍ରିଲ ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ମାସ ବହୁତ ଶୁଭ ହେବା ସହ ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କର ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ । ଯାହା ଦ୍ଵାରା ଏମାନଙ୍କୁ ସଫଳତା ମିଳିବ ସହ ଭାଗ୍ୟ ଉଚ୍ଚ ହୋଇଥାଏ ।

 

୩- ଜୁନ ମାସ : ଜୁନ ମାସରେ ଜନ୍ମିତ ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ସାକ୍ଷାତ ଲକ୍ଷ୍ମୀଙ୍କ ପ୍ରତିମା ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଅଧିକ ପରିଶ୍ରମୀ ହେବ ସହ ନିଜର ଲକ୍ଷ୍ୟ ହାସଲ କରିଥାନ୍ତି ।

୪- ସେପ୍ଟେମ୍ବର ମାସ : ସେପ୍ଟେମ୍ବର ମାସରେ ଜନ୍ମିତ ଝିଅ ମାନଙ୍କର କୁଣ୍ଡଳୀରେ ଚନ୍ଦ୍ର, ବୁଧ, ଶୁକ୍ର ଏହି ଦିନଟି ଗ୍ରହଙ୍କର ମିଳନ ହୋଇଥାଏ । ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅମାନେ ବହୁତ ଧନବାନ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟ ବଳରେ ସବୁ କିଛି ହାସଲ କରିବା ସହ ଏମାନଙ୍କର ବିବାହ ଧନୀ ପାତ୍ର ସହ ହୋଇଥାଏ ।

୫- ନଭେମ୍ବର ମାସ : ନଭେମ୍ବର ମାସରେ ଜନ୍ମିତ ଝିଅଙ୍କର ସ୍ଵଭାବ ନାମର ହେବା ସହ ବୁଦ୍ଧିମତୀ ହୋଇଥାନ୍ତି । ମା ଲକ୍ଷ୍ମୀଙ୍କ ପ୍ରତିମା ହୋଇଥାନ୍ତି ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ । ଏମାନେ ବହୁତ ଭାଗଶ୍ୟାଳି ହେବ ସହ ବିବାହ ପରେ ବହୁତ ଭଲ ଘର ମିଳିଥାଏ । ଏହା ସହ ନିଜ ଶ୍ଵଶୁର ଘରେ ମଧ୍ୟ ଧନ ସମ୍ପତି ରେ ପୂର୍ଣ୍ଣ ହୋଇଥାଏ । ଏହି ମାସରେ ଜନ୍ମିତ ଝିଅ ମାନେ ନିଜ ପରିବାର ପାଇଁ ଯଶ ଓ କୀର୍ତ୍ତିମାନ ସ୍ଥାପନ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button