ଅପରାଧ

କପ୍ତିପଦା ବିଡିଓଙ୍କ ଘରୁ ଚୋରି: ଲକ୍ଷାଧିକ ଟଙ୍କା  ଓ ଦାମୀ ସାମଗ୍ରୀ ଲୁଟି ନେଲେ ଲୁଟେରା – bajravana

[ad_1]

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଡିଓଙ୍କ ଘରକୁ ବି ଛାଡ଼ିଲେନି ଲୁଟେରା। ରାତି ଅଧରେ କପ୍ତିପଦା ବିଡିଓ ସିଦ୍ଧେଶ୍ବର ନାଏକଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ବିଡିଓ ତାଙ୍କ ପରିବାର ସହ ଭୁବନେଶ୍ୱର ଆସିଥିବାବେଳେ ଏହା ଜାଣି ଲୁଟ୍ କରିଥିଲେ ଲୁଟେରା। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରି କରିଥିଲେ। ଲକ୍ଷାଧିକ ନଗଦ ଟଙ୍କା  ଓ ଦାମୀ ସାମଗ୍ରୀ ସବୁ ଲୁଟି ନେଇଛନ୍ତି ଲୁଟେରା।

ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button