news

ଶୋଇବା ଶୈଳୀ କହିବ ଝିଅମାନଙ୍କୁ କେମିତିକା ପୁଅ ପସନ୍ଦ

Image result for girls sleep mood

ନିଜ ଜୀବନ ସାଥୀଙ୍କୁ ନେଇ ସବୁ ଝିଅଙ୍କର ଅନେକ ସ୍ବପ୍ନ ରହିଥାଏ I ତେବେ ସେମାନଙ୍କ ସ୍ବପ୍ନର ପୁରୁଷ କେମିତି ହେବ ଏକଥା ବୁଝି ବା ଆଦୌ କଷ୍ଟକର ନୁହେଁ । ଝିଅମାନେ କେଉଁ ଶୈଳୀରେ ଶୁଅନ୍ତି, ତାହା ଦେଖିଲେ ଜଣାପଡ଼ିବ ସେମାନେ କେମିତି ପୁଅ ପସନ୍ଦ କରନ୍ତି ।

ସିଧା ଶୋଇବା :-
ଯେଉଁ ଝିଅମାନେ ହାତ ଗୋଡକୁ ଆଦୌ ନଭାଙ୍ଗି ସିଧା ଶୋଇଥାନ୍ତି ସେମାନେ ସାଧାରଣତଃ ନିଜ ସୃଭାବରେ ସନ୍ତୁଳିତ ବ୍ୟବହାର କରିଥାନ୍ତି । ଏଭଳି ଝିଅମାନେ ଜୀବନରେ କିଛି ପାଇବା ପାଇଁ ସ୍ବତନ୍ତ୍ର ଇଛା ରଖିଥାନ୍ତି । ଅଭିଳାଷ ପୁରଣ ପାଇଁ ଅନେକ ସ୍ବପ୍ନ ବି ଦେଖନ୍ତି । । ସେଥିପାଇଁ ଏମାନଙ୍କୁ ଡୋମିନେଟିଙ୍ଗ ପୁଅ ବହୁତ ପସନ୍ଦ
ହୋଇଥାନ୍ତି ।
ଓଲଟା ଶୋଉଥିବା ଝିଅ :-
ବିଛଣାରେ ଓଲଟା ଶୋଉଥିବା ଝିଅମାନେ ସାଧାରଣତଃ  ଖାମଖିଆଲ ସ୍ବଭାବର ହୋଇଥାନ୍ତି । ଜଣାଯାଏ ଯେ ଏଇ  ମୁଦ୍ରାରେ ଶୋଉଥିବା ଝିଅମାନେ ସବୁବେଳେ କିଛି ନା
କିଛି ଡିମାଣ୍ଡ କରିଥାନ୍ତି । ସେମାନଙ୍କୁ ସରପ୍ରାଇଜ୍‌ ଦେଉଥିବା ପୁଅମାନେ ବେଶୀ ପସନ୍ଦ  ହୋଇଥାନ୍ତି । ଯେଉଁ ପୁଅମାନେ ବୋରିଂ ମିଜାଜର ହୋଇଥାନ୍ତି ସେମାନଙ୍କ ଠାରୁ ଏଇ ଝିଅମାନେ ବହୁ ଦୂରରେ ରହନ୍ତି ।
ବାମ କଡ ମାଡ଼ି ଶୋଉଥିବା ଝିଅ :-
ବିଶେଷଜ୍ଞଙ୍କ ଅନୁସାରେ ବାମ କଡ ମାଡ଼ି ଶୋଇବା ହିଁ ସବୁଠୁ ଉପଯୁକ୍ତ ଶୈଳୀ। ଏଇ ମୁଦ୍ରାରେ ଶୋଉଥିବା ଝିଅମାନେ ସାଧାରଣତଃ ଜୀବନରେ ଅତି ବଡ ପରିବର୍ତନକୁ ପସନ୍ଦ କରିଥାନ୍ତି । ଏଭଳି ଝିଅମାନେ କଥାବାର୍ତ୍ତା ଓ ବ୍ୟବହାରରେ ଅତ୍ୟନ୍ତ କୁଶଳୀ ହୋଇଥାନ୍ତି । । ଏମାନଙ୍କୁ ନେତୃତ୍ବ ନେଇପାରୁଥିବା ପୁଅମାନେ ବେଶୀ ପସନ୍ଦ ହୋଇଥାନ୍ତି ।

ତକିଆ ଉପରେ ହାତ ରଖି ଶୋଇବା :-
ବାମ କିମ୍ବା ଡାହାଣ କିଡ ମାଡି ଶୋଇବା ବେଳେ ତକିଆ ଉପରେ କିଛି ଝିଅ ହାତ ରଖି ଆରାମରେ ଶୋଇଥାନ୍ତି । ଏଭଳି ଶୋଉଥିବା ଝିଅମାନେ ସାଧାରଣତଃ ସହଜରେ ପ୍ରଭାବିତ ହୋଇପାରୁଥିବା ବ୍ୟକ୍ତିତ୍ଵର ହୋଇଥାନ୍ତି । ଏଭଳି ଝିଅମାନଙ୍କୁ ସହଜରେ ବିଶ୍ଵାସ କରାଯାଇପାରେ । ଏଇ ସ୍ବଭାବ ଯୋଗୁଁ ସେମାନେ ଅନେକ ସମୟରେ ପ୍ରତାରିତ ମଧ୍ୟ ହୋଇଥାଛି । ଏଭଳି ଝିଅଙ୍କ ପାଇଁ ପୁଅମାନଙ୍କର ଲୁକ୍ ବେଶୀ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ତକିଆ କିମ୍ବା ଟେଡି ଧରି ଶୋଇବା ଏଭଳି ଶୋଉଥିବା ଝିଅମାନେ ଅତ୍ୟନ୍ତ ଚଞ୍ଚଳ ସ୍ବଭାବର ହୋଇଥାନ୍ତି । ଜୀବନରେ ଅନେକ ସ୍ବପ୍ନ ଦେଖିବା ସହ  ଅନେକ ସମୟରେ ସ୍ୱପ୍ନରେ ବଞ୍ଚିବା ପାଇଁ ବେଶୀ ପସନ୍ଦ କରନ୍ତି । ଯେଉଁ ପୁଅମାନେ ସେମାନଙ୍କ ସାଥୀଙ୍କୁ ଅଧିକ ସମୟ ଦେଇପାରୁଥିବେ ଓ ସେମାନଙ୍କର ଯତ୍ନ ସବୁ ନେଇପାରୁଥିବେ ସେଭଳି ପୁଅଙ୍କୁ ଏଲ ଝିଅମାନେ ବେଶୀ ପସନ୍ଦ କରନ୍ତି ।

ଘୋଡି ହୋଇ ଶୋଇବା :-
ଯେଉଁ ଝିଅମାନେ ଚଦର ଘୋଡି ହୋଇ ସିଧା ଶୋଇଥାନ୍ତି ସାଧାରଣତଃ ସେମାନେ ସଂସ୍କାରୀ ଝିଅ ହୋଇଥାନ୍ତି । ଏମାନେ ପରିବାରର ସବୁ ନୀତି ନିୟମକୁ ପାଳନ କରିଥାନ୍ତି । ଏମାନେ ପ୍ରାୟତଃ ସାଧାରଣ ସ୍ଵଭାବର ପୁଅମାନଙ୍କୁ ପସନ୍ଦ କରନ୍ତି ଓ ସେମାନଙ୍କ ଠାରୁ ଅତ୍ୟଧିକ ଆଶା ରଖିନଥାନ୍ତି ।

ହାତକୁ ମୁଣ୍ଡରେ ରଖି ଶୋଇବା :-
ଏଭଳି ଶୋଉଥୁବା ଝିଅ ସାଧାରଣତଃ କମ୍ ଥାନ୍ତି । ଏମାନେ ପରିବାରର ସୁଖ ସୁବିଧାକୁ ସେମାନଙ୍କ ଜୀବନରେ ବେଶୀ ଗୁରୁତ୍ବ ଦିଅନ୍ତି । ତେବେ ସ୍ମାର୍ଚ ପୁଅମାନେ ଏମାନଙ୍କୁ ବେଶୀ ପ୍ରସ୍ତଦ ହୋଇଥାନ୍ତି ।

ଗୋଡ ମେଲାକରି ଶୋଇବା :-
ଏଭଳି ଶୋଉଥିବା ଝିଅମାନେ ସାଧାରଣତଃ ବେପରୁଆ ଶ୍ରେଣୀର ହୋଇଥାନ୍ତି । ଏମାନେ ଖୋଲା ହୃଦୟର ହେବା ସହ ନିର୍ଭିକ ମଧ୍ୟ ହୋଇଥାନ୍ତି । ଏଭଳି ଝିଅମାନେ ଭଲ ବନ୍ଧୁ ମଧ୍ୟ ହୋଇଥାନ୍ତି । ଏମାନଙ୍କୁ ହସି ହସି ମୁହଁ ଓ ଖୋଲା ସ୍ବଭାବର ପୁଅମାନେ ବେଶୀ ପସନ୍ଦ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button