ଓଡିଶା

ବିଜେଡିରେ ସାମିଲ ହେଲେ ବାଙ୍କୀ ତୃଣମୂଳସ୍ତରୀୟ ନେତା

ଭୁବନେଶ୍ୱର: କଟକ ଜିଲା ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୨ଜଣ ତୃଣମୂଳସ୍ତରୀୟ ନେତା ବିଜେଡିରେ ସାମିଲ ହୋଇଛନ୍ତି। ସୋମବାର ପୂର୍ବାହ୍ନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ନବୀନ ନିବାସରେ ଉପସ୍ଥିତ ଥିଲେ। ସଦ୍ୟ ବିଜେଡିରେ ସାମିଲ ହୋଇଥିବା ୧୨ଜଣଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ, କାଉନସିଲର ଓ ତୃଣମୂଳ ଜନ ପ୍ରତିନିଧି ରହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୁଅ ନୁହେଁ, ସେ ନିଜେ ଲଢିବେ ବୋଲି ପ୍ରଭାତ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button