ଖେଳ ଖବର
ରବିବାର ଭାରତ-ପାକ୍ ଲଢ଼େଇ – bajravana
[ad_1]
ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର କଲମ୍ବୋର ଆର୍ ପ୍ରେମାଦାସା ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏସିଆ କପ୍ ସୁପର-୪ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିମାନେ ଗୁରୁବାର ଇନ୍ଡୋରରେ ଅଭ୍ୟାସ କରିଛନ୍ତି। କଲମ୍ବୋରେ ପ୍ରବଳ ବର୍ଷା ହେଉଥିବାରୁ ନଣ୍ଡସ୍କ୍ରିପ୍ଟସ୍ କ୍ରିକେଟ୍ କ୍ଲବ୍ସ୍ଥିତ ଗାମିନି ଦିସାନାୟକ ଇନ୍ଡୋର କ୍ରିକେଟ୍ ନେଟ୍ସରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିଥିଲେ। ରବିବାର କଲମ୍ବୋରେ ବର୍ଷା ହେବା ସମ୍ଭାବନା ୬୦ରୁ ୧୦୦ ପ୍ରତିଶତ ରହିଛି।
[ad_2]