ଓଡିଶା

ଟୁପାଉଡ଼ାରରେ ଝଡ଼ ବର୍ଷା, ଘର ଭାଙ୍ଗି ଜଣେ ଗୁରୁତର – bajravana

[ad_1]

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଟୁପାଉଡ଼ାର ଗାଁରେ ରବିବାର ସନ୍ଧ୍ୟାରେ ଝଡ଼ବର୍ଷା ହୋଇଥିଲା। ଜୋର୍‌ରେ ପବନ ହେବାରୁ ଗାଁର ଶଶି ବାଗଙ୍କ ଆଜବେଷ୍ଟସ୍‌ ଘର ଭାଙ୍ଗିଯାଇଥିଲା। ଫଳରେ ଶଶି ଗୁରୁତର ଆହତ ହୋଇଛନ୍ତି। ସେହିପରି ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ନେଇଥିଲେ। ପରେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button