ଖେଳ ଖବର

ରାଫେଲ ନଡାଲ ହେଲେ ଇନଫୋସିସର ବ୍ରାଣ୍ଡ ଆମ୍ବାସଡର – bajravana

[ad_1]

ନୂଆଦିଲ୍ଲୀ: ବିଶ୍ୱର ସୁପ୍ରସିଦ୍ଧ ଟେନିସ ଷ୍ଟାର ରାଫେଲ ନଡ଼ାଲଙ୍କୁ ଆଇଟି କମ୍ପାନୀ ଇନଫୋସିସର ବ୍ରାଣ୍ଡ ଆମ୍ବାସଡର କରାଯାଇଛି । ଏହି ଚୁକ୍ତି ୩ ବର୍ଷ ପାଇଁ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଇନଫୋସିସର ସିଇଓ ସଲିଲ ପାରିଖ କହିଛନ୍ତି ଯେ, କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଭାବେ ରାଫେଲ ନଡାଲଙ୍କୁ ସ୍ୱାଗତ କରିବା ଆମ ପାଇଁ ଗର୍ବର ବିଷୟ । ଯିଏକି ଦୁନିଆର ସବୁଠୁ ପ୍ରତିଷ୍ଠିତ ଚାମ୍ପିଆନ ଆଥଲେଟ ଓ ମଣିଷ । ରାଫେଲ ଏଟିପି ଟୁର, ରୋଲାଣ୍ଡ-ଗେରେସ, ଅଷ୍ଟ୍ରେଲିୟନ ଓପନ, ଦି ଇଣ୍ଟନ୍ୟାସନାଲ ଟେନିସ ହଲ ଅଫ ଫେମର ଡିଜିଟାଲ ଇନୋଭେସନ ପାର୍ଟନର ହୋଇଥିବାରୁ ବ୍ରାଣ୍ଡ ଇନଫୋସିସ ତରଫରୁ ଏଆଈ, କ୍ଲାଉଡ, ଡାଟା ଏନାଲେଟିକ୍ସ ଓ ଡିଜିଟାଲ ଅନୁଭବ ଜରିଆରେ ସମଗ୍ର ଦୁନିଆର ଅନେକ ଫ୍ୟାନଙ୍କୁ ଟେନିସ ଇକୋସିଷ୍ଟମକୁ ଅନୁଭବ କରାଇ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button