ଏହି ୩ଟି ଗଛ ଧନକୁ କରିଥାଏ ଆକର୍ଷିତ, ଭାଗ୍ୟ ବଦଳାଇବା ପାଇଁ ନିଜ ଘରେ ଲଗାନ୍ତୁ ଏହି ଗଛ। ଅଚାନକ ହେବ ଧନର ପ୍ରାପ୍ତି…
ଗଛ ଅମ୍ଳଜାନ ପ୍ରଦାନ କରିଥାଏ। ଖରାପ ବାୟୁକୁ ଅବଶୋଷିତ କରି ଶୁଦ୍ଧ ବାୟୁ ପ୍ରଦାନ କରିଥାଏ। ଗଛକୁ ଘରେ ସବୁଜ ବାତାବରଣ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲଗାଯାଇଥାଏ। ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ମାତ୍ର ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ସୌନ୍ଦର୍ଯ୍ୟ ବୃଦ୍ଧି ସହ ସୁଖଶାନ୍ତି ପ୍ରଦାନ କରିଥାଏ। ଧନର ଅଭାବ ଦୂର କରିଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଘରୁ ଅଶାନ୍ତି ଦୂର ହୋଇ ଶାନ୍ତିର ବାତାବରଣ ରହିଥାଏ। ନକରାତ୍ମକ ଶକ୍ତି ଦୂରେଇ ଯାଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଧଳା ପଳାଶ :
ବାଉଁଶ ଗଛ :
ଏହି ଗଛକୁ ଉନ୍ନତିର ଗଛ ବୋଲି କୁହାଯାଏ। ଏହା ଘରେ ଥିଲେ ଉନ୍ନତି ପରେ ଉନ୍ନତି ହୋଇଥାଏ। ବାସ୍ତୁ ଅନୁସାରେ ଏହାକୁ ପୂର୍ବ ଦିଗରେ ଲଗାଇପାରିବେ। ଏହି ଗଛ ଲଗାଇବା ପରେ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ।
ତୁଳସୀ :
ପ୍ରତ୍ୟେକ ଘରର ଅଗଣାରେ ତୁଳସୀ ଗଛ ଶୋଭା ପାଏ। ଘରର ଅଗଣାରେ ଏହି ଗଛ ରହିଲେ, ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ରହିଥାଏ। ଏହାକୁ ପୂର୍ବ ଦିଗରେ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।