ଓଡିଶା

ରାତିରେ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଫେରାର

କାଲିମେଳା : ଘରେ କେହି ନ ଥିବା ବେଳେ ଅଧ ରାତିରେ ଘରେ ପଶି ଯୁବତୀକୁ ଦୁଷ୍କର୍ମ ଅଭିଯୋଗ l ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ.ଭି- 80 ଗ୍ରାମରେ ଘଟିଛି ଘଟଣା l ସେହି ଗ୍ରାମର ଜଣେ ବିବାହିତ ଯୁବକ ପୀଡିତା ଘରେ ଏକୁଟିଆ ଥିବା ଜାଣି ଦୁଷ୍କର୍ମ କରିଥିବା ନେଇ ଯୁବତୀ ମୋଟୁ ଥାନାରେ କରିଛନ୍ତି ଅଭିଯୋଗ l ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି ।ପୋଲିସ ଘଟଣାର ତଦନ୍ତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button