ଦେଶ ବିଦେଶ

ଏହି 3ଟି ଅଭ୍ଯାସ ମନୁଷ୍ୟ କୁ କେବେ ବି ଆଗକୁ ବଢିବାକୁ ଦିଏ ନାହିଁ…

ବନ୍ଧୁଗଣ ମଣିଷ ଜିବନ ରେ ଉଥନ୍ନ ପତନ ଲାଗି ରହି ଥାଏ । ହେଲେ ସେହି ସମୟ ରେ ଯିଏ ନିଜକୁ ସମ୍ଭାଳି ଯାଏ ସେମାନେ ହିଁ ଆଗକୁ ବଢି ଥାନ୍ତି ହେଲେ ଯେଉଁ ମାନେ ସେହି ସମୟରେ ରୁହନ୍ତି ନାହିଁ ବା ସେମାନଙ୍କର କିଛି ଅଭ୍ୟାସ ସେମାନଙ୍କୁ ଆଗକୁ ବଢିବା ପାଇଁ ଦେଇ ନ ଥାଏ । ଯେଉଁଥି ପାଇଁ ସେମାନେ ସର୍ବଦା ଗରିବ ରହି ଥାନ୍ତି ତେବେ ଆମେ ଆମେ ଆପଣ ମାନଙ୍କୁ ସେହି କିଛି ଅଭ୍ୟାସ ବିଷୟ ରେ କହିବୁ ଯେଉଁଥି ପାଇଁ ଲୋକ ମାନେ ସବୁ ବେଳେ ଗରିବ ରହି ଥାନ୍ତି ।

ପ୍ରଥମ ଅଭାସ ହେଲା ବଡ ଙ୍କ ସମ୍ମାନ ନ କରିବା । ଏମିତି ଅନେକ ଲୋକ ମାନେ ରହି ଛନ୍ତି ଯେଉଁ ମାନେ ଟିକିଏ ବଡ ହେବା ପରେ ସେମାନେ ନିଜର ବଡ ମାନଙ୍କୁ ସମ୍ମାନ କରନ୍ତି ନାହିଁ ସେହି ପରି ଲୋକ ମାନେ କେବେ ବି ଆଗକୁ ବଢି ପାରନ୍ତି ନାହିଁ । ଏମାନେ ଗୋଟିଏ ସ୍ଥାନ ରେ ହିଁ ରହି ଜାଇ ଥାନ୍ତି ।

ଦୁଇ ନମ୍ବର ରେ ଭୋଜନ ଛାଡିବା । ଏମିତିରେ ବହୁତ ଲୋକ ମାନେ ରହି ଥାନ୍ତି ଯେଉଁ ମାନେ ନିଜର କ୍ଷେମତା ଠାରୁ ଅଧିକ ଭୋଜନ ନେଇ ଥାନ୍ତି ଏବଂ ସେମାନେ ଶେଷ ରେ ଖାଦ୍ୟ ଛାଡି କରି ଜାଆନ୍ତି ସେମିତି ହେଲେ ସେମାନେ ନିଜର ଅନ୍ନ ଦାତା ଙ୍କର ସେମାନେ ଅପମାନ କରନ୍ତି ସେହି ପରି ଲୋକ ମାନେ କେବେ ବି ଆଗକୁ ବଢି ପାରନ୍ତି ନାହିଁ ।

ଶେଷ ରେ ସ୍ଥାନ ସ୍ଥାନ ରେ ଛିପ ପକେଇବା । ବହୁତ ଲୋକ ମାନେ ଆପଣ ମାନିେ ଦେଖି ଥିବେ ସେମାନେ ପାନ ଗୁଟ୍ଖା ଖାଇ ଥାନ୍ତି ଏବଂ ଜାଗା ଜାଗା ରେ ସେମାନେ ଛିପ ପକେଇବା ପାଇଁ ଲାଗି ଥାନ୍ତି ତେବେ ସେହି ପରି ଲୋକ ମାନଙ୍କୁ ଆମେ କହିବୁ ସେମାନେ ସମାଜ ର ଧ୍ୟାନ ରଖନ୍ତି ନାହିଁ ।

କି ନିଜ ଶରୀର ଧ୍ୟନ ସେମାନଙ୍କୁ ରହି ନ ଥାଏ । ଏମିତି ରେ ଆପଣ ମାନଙ୍କ ଏହି ଛୋଟ ଭୁଲ ପାଇଁ ବିଭିନ୍ନ ଲୋକ ମାନଙ୍କୁ ସମସ୍ଯା ର ସାମ୍ନା କରିବା ପାଇଁ ପଡେ । ତେବେ ଏମିତି ହେଲେ ଆପଣ ମାନେ କେବେ ବି ଜିବନ ରେ ଉନ୍ନତି କରି ପାରିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button