ଦେଶ ବିଦେଶ

ବିବାହିତା ନାରୀ ମାନେ ଅନ୍ୟ ପୁରୁଷ ଙ୍କ ସହ ସମ୍ପର୍କ ରଖନ୍ତି କାହିଁକି, ଜାଣନ୍ତୁ ରାଜ

ବିବାହ ପରେ ନାରୀ ଅନ୍ୟ ପାଖରେ ମାନେ ନିଜ ସ୍ୱାମୀ କୁ ଛାଡି ଅନ୍ୟ ପାଖରେ ସଂମ୍ପର୍କ ରହିବା ବହୁତ ଖରାପ ହୋଇ ଥାଏ । ଏହି ବିଷୟ ରେ କେହି ବି ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ କି ଏହି ପରି ହେବାର କାରଣ କଣ । ଜଣେ ଯୁବତୀ ଙ୍କ ସ୍ୱପ୍ନ ରହି ଥାଏ କି ବିବାହ ପରେ ସେମାନଙ୍କୁ ଏମିତି ଗୋଟିଏ ଜିବନ ସାଥି ମିଳିବ ଯିଏ କି ତାଙ୍କ ର ସବୁ ଦୁଖଃ ସୁଖ ରେ ତାଙ୍କର ସମର୍ଥନ ଦେବ । ସାରା ଜିବନ ସେ ତାଙ୍କୁ ଖୁସୀ ରେ ରଖିବା ପାଇଁ ଚେଷ୍ଟା କରିବ ।

ଏବଂ ସେମିତି ରେ ନିଜ ଜିବନ ର ସେ ସବୁ ସୁଖ କୁ ସେ ତାଙ୍କ ପାଖରେ ଓଜାଡୀ ଦେବ । ହେଲେ ସେହି ପରି କ୍ଷେତ୍ର ରେ ଯଦି ସେହି ଯୁବତୀ ଙ୍କ ଆଶା ଆଶାରେ ହିଁ ରହି ଯାଏ ତେବେ ସେହି ଯୁବତୀ ସେହି ସୁଖ କୁ ଅନ୍ୟତ୍ର ଖୋଜିବାରେ ଲାଗି ଯାଏ ।

ମାନେ ସେ ଅନ୍ୟତ୍ର ସୁଖ ଖୋଜିବାରେ ଲାଗି ଥାନ୍ତି । ଏବଂ ସେମାନେ ଅନ୍ୟ ପୁରୁଷ ଙ୍କ ସହିତ ସମ୍ମନ୍ଧ ରଖିବା ପାଇଁ ପସନ୍ଦ କରନ୍ତି । ତେବେ ଆଉ ସବୁ କାରଣ ବିଷୟ ରେ ବି ଅବଗତ ହେବା ଆସନ୍ତୁ । ପତ୍ନୀ କୁ ସମୟ ଦେଇ ନ ପାରିବା ଜଣେ ପତି ଙ୍କ ଦାୟୁତ୍ୱ ରହି ଥାଏ କି ନିଜ ପତ୍ନୀ ଙ୍କୁ ସମୟ ଦେବା ହେଲେ ସେହି ପରି କ୍ଷେତ୍ର ରେ ଯଦି ପତି ନିଜ ପତ୍ନୀ ଙ୍କୁ ସମୟ ଦେଇ ପାରେ ନାହିଁ ।

ତେବେ ସେମିତି କ୍ଷେତ୍ର ରେ ସେହି ପତ୍ନୀ ଅନ୍ୟ ପାଖରେ ଜାଇ ସଂମ୍ପର୍କ ବନେଇବାରେ ଲାଗି ଥାଏ । ସେହି ପରି ଦୁଇ ରେ ଆର୍ଥିକ ସହାୟତା ଯଦି ଆପଣ ମାନେ ବିବାହ ପରେ ପତ୍ନୀ ଙ୍କ ଦାୟୁତ୍ୱ ସଠିକ୍ ଭାବେ ନେଇ ପାରୁ ନାହାଁନ୍ତି ତେବେ ଆପଣ ମାନଙ୍କୁ କୈଣସି ବି ଆର୍ଥିକ ଭାବେ ସାହାଯ୍ୟ ଆପଣ ମାନେ କରନ୍ତି ନାହିଁ ।

ତେବେ ସେହି ସ୍ତ୍ରୀ ଜାଇ ଅନ୍ୟ ପାଖରେ ସେହି ସୁଖ ଖୋଜିବ । ସେହି ପରି ମାନଶୀକ ଦୁସଚିନ୍ତା କାରଣ ରୁ ବି ମହିଳା ମାନେ ବହୁତ ସମୟ ରେ ଅନ୍ୟ ପୁରୁଷ ଙ୍କ ପାଖରେ ସଂମ୍ପର୍କ ସ୍ଥାପନା କରିବା ପାଇଁ ବାଧ୍ୟ ହୋଇ ଜାଇ ଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button