ଦେଶ ବିଦେଶ

ମହିଳା ମାନଙ୍କ ଏହି 4ଟି ଭୁଲ ପାଇଁ ଘର ହୋଇଥାଏ ବରବାଦ

ସମସ୍ତ ବ୍ୟକ୍ତି ଙ୍କ ସୁଖ ସମୃଦ୍ଧି ସବୁ ସମୟ ରେ ସେମାନଙ୍କ ଉପରେ ହିଁ ନିର୍ଭର କରେ । ସେହି ପରି ଭାବେ ଗୋଟିଏ ଘର ର ସୁଖ ଏବଂ ଦୁଖଃ ସେହି ଘର ର ମହିଳା ମାନଙ୍କ ଉପରେ ହିଁ ନିର୍ଭର କରେ । ଯିଏ କି ଘର ର ସମସ୍ତ କାମ କରିବା ସହିତ ସମସ୍ତ ଙ୍କ ଯତ୍ନ ବି ନେଇ ଥାନ୍ତି । ହେଲେ କିଛି କାମ ଏମିତି ଥାଏ ଜାହା କରିବା ଦ୍ୱାରା ମାତା ଲକ୍ଷ୍ମୀ କେବେ ବି ଆପଣ ମାନଙ୍କ ଉପରେ ପ୍ରଶନ୍ନ ହୋଇ ନ ଥାନ୍ତି । ବହୁ ପ୍ରାଚୀନ କାଳ ରୁ ହିଁ ଘର ର ଝିଅ ଏବଂ ବହୁ ଙ୍କୁ ମାତା ଲକ୍ଷ୍ମୀ ଙ୍କ ଆଖ୍ୟା ଦିଆ ଜାଇଛି ।

ଏହି ପରି ମାନ୍ୟତା ରହିଛି କି କେଉଁ ବି ସ୍ତ୍ରୀ ଚାହିଁଲେ ଗୋଟିଏ ଘର କୁ ସେ ସ୍ୱର୍ଗ ଭାବେ ପରିଚିତ କରେଇ ପାରିବ ବୋଲି ।ହେଲେ ବନ୍ଧୁଗଣ ଜିବନ ରେ ଏହି ସବୁ କାମ କରିଲେ ଆପଣ ମାନଙ୍କୁ ସର୍ବନାଶ ର ସାମ୍ନା କରିବା ପାଇଁ ପଡି ପାରେ ସେହି ପରି ଭାବେ ଏବଂ ଖାସ୍ କରି ଏହି କାମ ଯଦି ମହିଳା ମାନେ କରି ଥାନ୍ତି ।

ମେ ରହିଛି ଘର ର ମହିଳା ମାନେ ରାତ୍ରୀ ସମୟ ରେ ଅଇଁଠା ବାସନ ନ ଧୋଇ କରି ଶୋଇ ଜାଇ ଥାନ୍ତି ତେବେ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୋପ ଦେଖିବା ପାଇଁ ମିଳେ । ଏବଂ ଦୁଇ ରେ ରହିଛି ଯଦି ମହିଳା ମାନେ ନିଜର ଝାଡୁ କି ସେମିତି ହିଁ ଛିଡା କରି ସବୁ ସମୟ ରେ ରଖନ୍ତି ଏବଂ ସେମାନେ କେବେ ବି ଘର କୁ ସଫା ସୁତୁରୀ କରିବା ପାଇଁ ଚେଷ୍ଟା କରନ୍ତି ନାହିଁ ।

ତେବେ ସେହି ପରି କ୍ଷେତ୍ର ରେ ବି ଆପଣ ମାନଙ୍କ ଘର ର ସର୍ବନାଶ ହେବା ସୁନିଶ୍ଚିତ ଅଟେ । ତିନି ରେ ରହିଛି ଯଦି ସବୁ ଦିନ ମହିଳା ମାନେ ସକାଳୁ ସୂର୍ଯ୍ୟ ଉଦୟ ପରେ ଉଠି ଥାନ୍ତି ।ଏବଂ ବାସୀ କାମ ସବୁ କରିବା ପାଇଁ ଇଚ୍ଛା କରନ୍ତି ନାହିଁ ।

ତେବେ ସେହି ଘରେ କେବେ ବି ମାତା ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ନ ଥାଏ । ସେହି ପରି ଏହି କଥା କୁ ବି କୁହା ଜାଇଛି କି । ଯଦି ଆପଣ ମାନେ ରାତି ସମୟ ରେ ଘରେ ଝାଡୁ କରନ୍ତି ତେବେ ଆପଣ ମାନଙ୍କ ଘର କୁ କେବେ ବି ମାତା ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ନ ଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button