ଓଡିଶା

ସୌମ୍ୟରଂଜନଙ୍କ ଅବ୍ୟାହତି: ତନୟା ପଟ୍ଟନାୟକ ‘ସମ୍ବାଦ’ ସଂପାଦକ – bajravana

[ad_1]

ଭୁବନେଶ୍ବର: ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ‘ସମ୍ବାଦ’ ସଂପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ପଦରୁ ଆଜି ଅବ୍ୟାହତି ନେଇଛନ୍ତି। ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ତନୟା ପଟ୍ଟନାୟକ ‘ସମ୍ବାଦ’ର ନୂତନ ସଂପାଦକ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button