ଦେଶ ବିଦେଶ

ମହିଳା ଙ୍କ ଏହି ଅଙ୍ଗ କୁ ଥରେ ମାତ୍ର ଛୁଇଁଦିଅନ୍ତୁ, ବଦଳିଯିବ ଭାଗ୍ୟ

ଦୁନିଆଁ ରେ ପତି ଓ ପତ୍ନୀ ଙ୍କ ପ୍ରେମ ଠୁ ବଳି ଆଉ ଏହି ଦୁନିଆଁ ରେ କିଛି ବି ନାହିଁ ତେଣୁ ଦୁନିଆରେ ଏହି ଦୁହିଁଙ୍କ ପ୍ରେମ କୁ କୁହା ଯାଇଛି ସବୁଠୁ ବଡ ପ୍ରେମ ବୋଲି । ଏମିତି ରେ ଆପଣ ବହୁତ ଭଲ ଭାବେ ଜାଣି ଥିବେ କି ଏହି ଦୁନିଆଁ ରେ ସମସ୍ତ ଙ୍କ ପାଖରେ କିଛି ନା କିଛି ଦୁଖଃ ଓ ଅସୁବିଧା ରହିଥାଏ ଓ ଏମିତିରେ ସେହି ଦୁଖଃ କୁ ପୂରଣ କରିବା ପାଇଁ କାହାରି ନା କାହାରି ସାହାରା ଦରକାର ପଡିଥାଏ । ଏମିତି ବେଳେ ଆପଣ ବୋଧ ହୁଏ ବହୁତ ଭଲ ରେ ଜାଣିଥିବେ କି ଜୀବନ ର ସବୁ ଦଖଃ କୁ କିଏ ବୁଝି ପାରେ ଓ ତାର ସମାଧାନ ବି ବାହାର କରି ପାରେ ।

ପ୍ରଥମେ ରହିଛନ୍ତି ମାଁ ନଚେତ ନିଜ ପତ୍ନୀ । ଆମ ଜୀବନ ରେ ବିବାହ ହେଉଛି ଗୋଟିଏ ମିଳନ ଜାହାକି ଦେହ ର ନୁହେଁ ବରଂ ମନ ର ମିଳନ ହୋଇଥାଏ । ଏହି ମନର ମିଳନ କୁ ଓ ସ୍ବାମୀ ସ୍ତ୍ରୀ ର ସଂମ୍ପର୍କ କୁ ଯିଏ ସାଥିରେ ରଖିଥାଏ ତାହାକୁ ଶାରିରୀକ ସଂମ୍ପର୍କ କୁହାଯାଏ । ଖାସ ସେଇଥି ପାଇଁ ଆମେ ଆପଣଙ୍କୁ ଆଜି ଗୋଟିଏ ଏମିତି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଜାଉଛୁ ଜାହାକୁ ସୁଣି ଆପଣଙ୍କ ମନ ଘର ଧରିଯାଇ ପାରେ ।

ଆମେ ଆଜି ଆପଣଙ୍କୁ କହିବା ପାଇଁ ଜାଉଛୁ କି ଶୋଇବା ପୂର୍ବରୁ ପତ୍ନୀ ଙ୍କ କେଉଁ ଅଙ୍ଗ କୁ ଛୁଇଁବା ଦ୍ବାରା ମିଳିଥାଏ ଦୁନିଆଁ ର ଅପୂର୍ବ ଶାନ୍ତିଆପଣଙ୍କୁ କହି ଦେଉଛୁ କି ମହିଳା ହେଉଛନ୍ତି ଗୋଟିଏ ମାଁ ର ରୁପ ସହିତ ସମାନ । ପୂର୍ବ ପୁରୁଷ ଏମିତି ବେଳେ କହିଛନ୍ତି ଯେ ଆପଣ ଯଦି କେବେ ନିଜ ସ୍ତ୍ରୀ କୁ ଅତ୍ୟାଚାର କରୁଛନ୍ତି ବା ଅନ୍ୟ କେହି ମହିଳା ଙ୍କୁ ବି ।

ତେବେ ଆପଣଙ୍କ ଉପରେ ଏହି ଦଶା ପଡିବ ବୋଲି ଜଣାଜାଇଛି । ଓ ଏମିତି ରେ ଏହାର ଗୋଟିଏ ହିଁ ପ୍ରତିକାର ରହିଛି ତାହା ହେଉଛି ଜାହାଙ୍କ ସହିତ ଆପଣ ଅତ୍ୟାଚାର କରିଥିଲେ ତାଙ୍କର ପାଦ ଆପଣଙ୍କୁ ରାତି ସମୟ ରେ ଛୁଇଁବା ପାଇଁ ପଡିବ । ସେ ହୁଏତ ଆପଣଙ୍କ ସ୍ତ୍ରୀ ହେଉ ବା କୈଣସି ମହିଳା ।

ଆପଣ ଏପରି କରିଲେ ହିଁ ଏହି ଦଶା ରୁ ହିଁ ମୁକ୍ତି ମିଳିବ ବୋଲି ବହୁତ ଜ୍ୟତିଷ ଓ ଶାସ୍ତ୍ର ବିଦ ମାନେ କହିଛନ୍ତି । ଯେବେ ଆମେ ମାନେ କାହାର ବି ପାଦ ଛୁଇଁ ଥାନ୍ତି ତେବେ ସେହି ସମୟ ରେ ତାଙ୍କର ଦୁଇ ହାତ ଆପେ ଆପେ ଆସି ଆମର ମୁଣ୍ଡ ଉପରେ ଲାଗି ଯାଏ । ଆଉ ଏହା ଆମ ପାଇଁ ଆଶ୍ରୀବାଦ ର ପ୍ରତୀକ ହୋଇ ଥାଏ ।

ଏବଂ ଏହା ଆମ ମଧ୍ୟ ରେ ଏକ ସାକାରାତ୍ମକ ଉର୍ଜା ତିଆରି କରି ଥାଏ । ହେଲେ ଏହି ପାଦ ଛୁଇଁବା ସେତେ ବେଳେ ହିଁ କାମ କରି ଥାଏ ଯେତେ ବେଳେ ଆପଣ ମାନେ ମନ ରେ ସାକାରାତ୍ମକ ଭାବନା ରଖି ପାଦ ଛୁଇଁବେ ତେବେ ଜାଇ ଆପଣ ମାନଙ୍କୁ ଏହାର ସଫଳତା ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button