ଦେଶ ବିଦେଶ

ଧଳା ବାଳ ମାତ୍ର 5 ଦିନରେ ପ୍ରାକୃତିକ ଉପାୟରେ କଳା ହୋଇଯିବ, ଥରେ ଲଗେଇ ଦେଖନ୍ତୁ ଏହି ସହଜ ଘରୋଇ ଉପଚାର

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଖୁବ୍ କମ୍ ବୟସ ରୁ ହିଁ ଅନେକ ଲୋକ ମାନଙ୍କର କେଶ ଧଳା ହେବାକୁ ଲାଗିଲାଣି । ଏପରିକି ସ୍କୁଲ ରେ ପଢୁଥିବା 14 ରୁ 15 ବର୍ଷ ର ପିଲା ମାନଙ୍କର କେଶ ମଧ୍ୟ ଧଳା ହୋଇ ଯାଉଛି । ଯଦି 40 ବର୍ଷ ପରେ ଆପଣ ଙ୍କର କେଶ ଧଳା ହୁଏ, ତେବେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ହୋଇ ପାରେ । କିନ୍ତୁ ଯଦି ତାହା ପୂର୍ବ ରୁ ଆପଣ ଙ୍କର କେଶ ଧଳା ହୋଇଯାଏ ତେବେ ଏହା ଏକ ଚିନ୍ତା ର ବିଷୟ ଅଟେ ।

ଏହି କାରଣରୁ ଆଜିକାଲି ଅନେକ ପ୍ରକାରର ଡାଏ ଆଦି ବିଭିନ୍ନ କ୍ରାଇମ୍ ମଧ୍ୟ କେଶ କୁ କଳା କରିବା ପାଇଁ ବାହାରି ସାରିଲାଣି । କିନ୍ତୁ ସେ ସବୁ ସାମଗ୍ରୀ ଗୁଡ଼ିକ ବିଭିନ୍ନ ପ୍ରକାରର କେମିକାଲ ଦ୍ୱାରା ପ୍ରସ୍ତୁତ ହୋଇଥିବା କାରଣ ରୁ କେଶ ପାଇଁ ଉପଯୁକ୍ତ ହୋଇ ନଥାଏ ।

ତାହାଛଡା ଏଗୁଡ଼ିକ ବ୍ୟବହାର କରିବା କିଛିଦିନ ପାଶ୍ଚାତ ପୁନଃ କେଶ ଧଳା ହୋଇ ଯାଇଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ହୋମ ରେମିଡି ଟିକୁ ନେଇ କରି ଆସିଛୁ ତାହା ଆପଣ ଙ୍କର କେଶ କୁ ସମ୍ପୂର୍ଣ୍ଣ ରୂପରେ କଳା କରିଦେବ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହାକି ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ର ମଧ୍ୟ ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡ଼ିବ; ଏକ ଲୁହା କଢ଼େଇ ର, ଏହାର କାରଣ ଲୁହା କଢ଼େଇ ର ବ୍ୟବହାର ଦ୍ୱାରା ଏଥିରୁ ନିର୍ଗତ ଆଇରନ କେଶ କୁ କଳା କରିବାରେ ଶୀଘ୍ର ସହାୟତା କରିଥାଏ । ପ୍ରଥମେ ଗ୍ୟାସ ଉପରେ ଏକ ଲୁହା କଢ଼େଇ ବସାଇ ସେଥିରେ 50 ଗ୍ରାମ ପାଖାପାଖି ସୋରିଷ ତେଲ ନିଅନ୍ତୁ ।

ଏହା ପରେ ସେଥିରେ ଏକ ଚାମଚ୍ ମେହେନ୍ଦି ପାଉଡର, ଏକ ଚାମଚ ମେଥି ପାଉଡର ବା ଗୁଣ୍ଡ, ଏକ ଚାମଚ୍ ଅଁଳା ଗୁଣ୍ଡ ପକାଇ ଦିଅନ୍ତୁ । ଏହାକୁ ବର୍ତ୍ତମାନ 5 ମିନିଟ୍ ପାଇଁ ଭଲ ଭାବରେ ଫୁଟାଇ ଗ୍ୟାସ ବନ୍ଦ କରି ଏହାକୁ ସେହି କଢ଼େଇ ରେ ଥିବା ଅବସ୍ଥାରେ ହିଁ ଢାଙ୍କି ରଖି ଦିଅନ୍ତୁ ।

2 ଦିନ ପରେ ଏହାକୁ ଏକ ପାତ୍ର ରେ କୌଣସି ଏକ କପଡା ଦ୍ୱାରା ଛାଣି ନିଅନ୍ତୁ । ବର୍ତ୍ତମାନ ଆପଣ ଙ୍କର ଏହି ରେମୀଡି ଟି ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇ ଯାଇଛି । ଆପଣ ଏହି ତେଲ କୁ ନିଜ କେଶ ରେ ଭଲ ଭାବରେ ଲଗାଇ ଅତି କମ ରେ 2 ଘଣ୍ଟା ପାଇଁ ଛାଡି ଦିଅନ୍ତୁ । କିମ୍ବା ଆପଣ ଏହାକୁ ରାତିରେ ଲଗାଇ ମଧ୍ୟ ସୋଇ ପାରିବେ ।

ଏହା ପରେ ସକାଳେ ଆପଣ ନିଜର କେସ କୁ ଭଲ ଭାବରେ ଧୋଇ ସଫା କରି ନିଅନ୍ତୁ । ଦେଖିବେ ଏହି ଉପାୟ ଟିକୁ କରିବାର କିଛି ଦିନ ପରେ ଆପଣ ଙ୍କର କେଶ ସଂପୂର୍ଣ୍ଣ ରୂପରେ କଳା ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଉପଚାର ଟି ଭଲ ଲାଗିଥିଲେ, ଆପଣ ଏହି ପୋଷ୍ଟ ଟିକୁ ନିଜର ପ୍ରିୟ ବନ୍ଧୁ ମାନଙ୍କ ସହ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button