ଦେଶ ବିଦେଶ

ମହିଳା ମାନଙ୍କର ଏହି ଜାଗାରେ କଳାଜାଇ ଥିଲେ ସ୍ବାମୀ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ…

ନମସ୍କାର ବନ୍ଧୁଗଣ । ଆମ ହିନ୍ଦୁ ଧର୍ମ ରେ ଅନେକ ଶାସ୍ତ୍ର ପୁରାଣ ମାନ ପୂର୍ବ କାଳରେ ମୁନି ରୁଷି ମାନ ରଚନା କରି ଯାଇଛନ୍ତି । ସେଥି ମଧ୍ୟରୁ ସାମୁଦ୍ରିକ ଶାସ୍ତ୍ର ହେଉଛି ଅନ୍ୟତମ । ଏହି ଶାସ୍ତ୍ର ର ସହୟତା ରେ ଆପଣ ପ୍ରତ୍ଯେକ ବ୍ୟକ୍ତି ର ଶରୀର ର ଆକୃତି ଓ ଗଠନ ଦେଖି କରି ହିଁ ତାର ସ୍ଵଭାବ ଓ ଭବିଷ୍ୟତ କୁ ଜାଣି ଯାଇ ପାରିବେ । ମଣିଷ ଶରୀରରେ ଥିବା କଳାଜାଇ କୁ ଦେଖି କରି ମଧ୍ୟ ତା ଜୀବନ ସମ୍ବନ୍ଧ ରେ ବହୁତ କିଛି ଜାଣି ହୋଇ ଯାଇଥାଏ ।

ଶରୀରେ ଥିବା କିଛି ଚିହ୍ନ ସୌଭାଗ୍ୟ ର ପ୍ରତୀକ ହୋଇଥିବା ବେଳେ କିଛି ଚିହ୍ନ ଦୁର୍ଭାଗ୍ୟ ର ପ୍ରତୀକ ମଧ୍ୟ ହୋଇଥାଏ । ବନ୍ଧୁଗଣ ଆଜିର ଏହି ବିଷୟ ରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କି ମନୁଷ୍ୟ ଶରୀର ର କେଉଁ ଅଙ୍ଗରେ କଲାଯାଇଥିଲେ ତାହା ମନୁଷ୍ୟର ଜୀବନରେ କଣ ଦର୍ଶାଇ ଥାଏ ।

ବନ୍ଧୁଗଣ ଶରୀରରେ କଳାଜାଇ କିଛି ଲୋକ ଙ୍କର ଜନ୍ମ ରୁ ହିଁ ଥିବାର ଦେଖା ଯାଇଥାଏ ତ୍ପୁଣିକିଛି ଲୋକ ଙ୍କର ଧୀରେ ଧୀରେ ସମୟର ସହ ବାହାରିବାର ମଧ୍ୟ ଦେଖା ଯାଇଥାଏ । ଏପରି ରେ ଏହି କଳାଜାଇ ମଣିଷର ସୌଭାଗ୍ୟ ଓ ଦୁର୍ଭାଗ୍ୟ କୁ ଦର୍ଶାଇ ଦେଇଥାଏ । ଯେପରିକି ଯେଉଁ ନାରୀ ମାନଙ୍କର ମୁହଁ ରେ ଓଠ ର ଉପର ଭାଗ ରେ କଳାଜାଇ ଥାଏ, ସେମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥା’ନ୍ତି ।

ଏହାସହ ସେମାନଙ୍କର ଜୀବନ ମଧ୍ୟ ସବୁବେଳେ ଭୋଗ ବିଳାସ ରେ କଟି ଥାଏ । ଅତ୍ୟନ୍ତ ଭାଗ୍ୟଶାଳୀ ମଧ୍ୟ ଏହି ମହିଳା ମାନଙ୍କୁ କୁହାଯାଇଥାଏ । ଯେଉଁ ମହିଳା ମାନଙ୍କର ନାକର ଅଗ୍ରଭାଗ ରେ କଳାଜାଇ ଥାଏ, ସେମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥା’ନ୍ତି । ଏହି ଭଳି ମହିଳା ମାନଙ୍କୁ ସେମାନଙ୍କ ସ୍ଵାମୀ ଖୁବ ଅଧିକ ଭଲ ପାଇଥା’ନ୍ତି ।

ଏମାନେ ସ୍ଵଭାବ ରୁ ସଚୋଟ୍ଟ ହୋଇଥାନ୍ତି । ଏହାଛଡା ଏମାନଙ୍କର ଭାଗ୍ୟରେ କେବେ ମଧ୍ୟ ଧନ ର କୌଣସି ଅଭାବ ରହି ନଥାଏ । ଯେଉଁ ନାରୀ ମାନଙ୍କର ଭୃଲତା ର ମଧ୍ୟ ଭାଗରେ କଳାଜାଇ ରହିଥାଏ, ସେମାନେ ଅତ୍ୟନ୍ତ ହିଁ ଲକ୍ଷ୍ମୀବନ୍ତ ହୋଇଥା’ନ୍ତି ।

ଏମାନେ ଯେଉଁ ସ୍ଥାନ କୁ ଯାଇଥାନ୍ତି, ସେହି ସ୍ଥାନରେ ନିଜ ସହ ସୁଖ ଶାନ୍ତି ଓ ଐଶ୍ଵର୍ଜ୍ୟ କୁ ମଧ୍ୟ ନେଇ ଯାଇଥା’ନ୍ତି । ଯେଉଁ ମହିଳାର ମୁହଁ ର ବାମ ଗାଲରେ କଳାଜାଇ ଥିବାର ଦେଖା ଯାଇଥାଏ, ସେହି ମହିଳା ମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଟହନ୍ତି ଏମାନଙ୍କ ର ସ୍ଵଭାବ ମଧ୍ୟ ଲକ୍ଷ୍ମୀ ଙ୍କ ସାମାନ ହୋଇଥାଏ ।

ଏମାନେ ବାପ ଘରେ ତଥା ଶାଶୁ ଘରେ ଶିଖ ସନଟି ଓ ସମୃଦ୍ଧି ଭାରି ଦେଇଥାନ୍ତି । ଏମାନଙ୍କୁ ବିବାହ କରିଥିବା ପୁରୁଷ ମାନଙ୍କର ଭାଗ୍ୟ ଖୋଲି ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କର ଆମର ଏହି ପୋଷ୍ଟ ଉପରେ କଣ ମତାମତ ରହିଛି, ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button