ଦେଶ ବିଦେଶ

ଶରୀରର କେଉଁ ସବୁ ସ୍ଥାନରେ ସିନ୍ଦୁର ଲଗେଇବା ଉଚିତ, ଜାଣନ୍ତୁ ସିନ୍ଦୁର କେଉଁ ସ୍ଥାନରେ ଲଗେଇଲେ କେଉଁ ଲାଭ ମିଳିଥାଏ ?

ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ନୂତନ ଅନୁଚିନ୍ତା ମାନ । ବନ୍ଧୁଗଣ ଯାହାଦ୍ୱାରା ଆପଣ ବହୁ କିଛି ନୁତନ ନୂତନ ଜ୍ଞାନ ବର୍ଦ୍ଧକ କଥା ମାନ ଜାଣି ପାରିବେ । ଓ ଏଗୁଡିକୁ ଜାଣି ପାଳନ କଲେ ଆପଣ ଙ୍କର ମଙ୍ଗଳ ହେବ । ବନ୍ଧୁଗଣ ପ୍ରତ୍ଯେକ ସ୍ତ୍ରୀ ଘଧୋଇ ଆସି ନିଜ ସ୍ବାମୀର ମଙ୍ଗଲ କାମନା କରି ନିଜ ମଠାରେ ସିନ୍ଦୁରେ ଧାରଣ କରିଥାଏ  ।

 

ଏହା ଛଡା ଆହୁରି ଅନେକ ଲୋକ ଥାନ୍ତି ଯେଉଁ ମାନେ କି ନିଜ ମ୍ଥାରେ ତିଳକ ଚନ୍ଦନ ସିନ୍ଦୁର ଟିକିଲି ଆଦି ନାନା କିଛି ଧାରଣ କରିଥାନ୍ତି । କିନ୍ତୁ ବନ୍ଧୁଗଣ କହି ରଖୁଛୁ କି ନିଜ ମଥାରେ ସିନ୍ଦୁର ଧାରଣ କରିବା ସମୟରେ ଯଦି ଆପଣ ଠିକ ସ୍ଥାନ ରେ ଏହାକୁ ନ ଲଗାନ୍ତି ତେବେ ଏହାକୁ ଦହରଣ କରିବାର ସଂପୂର୍ଣ୍ଣ ଫଳ ମଧ୍ୟ ପ୍ରାପ୍ତ ହେବ ନାହିଁ ।

ବନ୍ଧୁଗଣ ସିନ୍ଦୁର ଧାରଣ କରିବାର ଠିକ ସ୍ଥାନ ସମ୍ବନ୍ଧରେ ଆମ ଶାସ୍ତ୍ର ରେ କୁହାଯାଇଛି, ଯେ ସିନ୍ଦୁର ହେଉ ବା ତିଳକ, ଚନ୍ଦନ ଏହାକୁ ସବୁବେଳେ ନିଜ ମଥାର ଜ୍ଞାନ ଚକ୍ର ରେ ଲଗାଇବା ଉଚିତ । ଏହାଦ୍ବାରା ଆମର ଶରୀରର ସମସ୍ତ ଶକ୍ତି ଗୁଡିକ ଜାଗ୍ରତ ହୋଇଥାଏ । ଫଳରେ ଆମ ଚାରି ପାଖରେ ଏକ ସକରାତ୍ମକତା ଶକ୍ତି ଘୁରି ବୁଲିଥାଏ ।

 

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ସିନ୍ଦୁର ଧାରଣ କରିବା ସମୟରେ ପାଞ୍ଚଟି ସ୍ଥାନ କୁ ଦୃଷ୍ଟିରେ ରଖି ସିନ୍ଦୁର ଧାରଣ କରିବା ଉଚିତ୍ । ପ୍ରଥମେ ନିଜ କପାଳରେ ସେହି ସ୍ଥାନରେ ସିନ୍ଦୁର ମାରିବା ସମୟରେ ମା ଲକ୍ଷ୍ମୀ  ଙ୍କୁ ସ୍ମରଣ କରିବା ଉଚିତ । ଦ୍ବିତୀୟରେ ନିଜ ସିନ୍ଥି ରେ । ଏହି ସ୍ଥାନ ରେ ସିନ୍ଦୁର ଲଗାଇବା ସମୟରେ ମା ଚଣ୍ଡୀକା ଦେବୀ କୁ ଧ୍ୟାନ କରି ସିନ୍ଦୁର ଲଗାଇବା ଉଚିତ । ତୃତୀୟରେ ନିଜ କାନ ରେ ଟିକେ ସିନ୍ଦୁର ଲଗାଇବା ଉଚିତ । କାରଣ କାନ ରେ ମା ଗଙ୍ଗା ଥାନ୍ତି ।

 

ଚତୁର୍ଥ ରେ ନିଜ କଣ୍ଠ ରେ ସିନ୍ଦୁର ଲଗାଇବା ଉଚିତ । କାରଣ କଣ୍ଠରେ ମା ସରସ୍ଵତୀ ବାସ କରିଥାନ୍ତି ଓ ଶେଷ ରେ ନିଜ ଶଙ୍ଖା ରେ ସିନ୍ଦୁର ଲଗାଇବା ଉଚିତ । କାରଣ ଏକ ବିବାହିତା ନାରୀର ଶଙ୍ଖାରେ ସ୍ଵୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ରହିଥାନ୍ତି । ବନ୍ଧୁଗଣ ଏହି ସମସ୍ତ ସ୍ଥାନରେ ନାରୀ ଯଦି ନିଜ ସ୍ଵାମୀ ର ଦୀର୍ଘାୟୁ କାମନା କରି ସିନ୍ଦୁର ଲଗାଏ, ତେବେ ଏହା ଦ୍ବାରା ସେହି ନାରୀର ତଥା ତାର ଘର ପରିବାର ର ମଙ୍ଗଳ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button