ସ୍ୱାସ୍ଥ୍ୟ

ଶ୍ଵାସ ରୋଗକୁ ମୂଳରୁ ଶେଷ କରିଦେବ ଏହି 3 ଟି ଚମତ୍କାରୀ ଉପାୟ

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ନୂତନ ଘରୋଇ ଉପଚାର, ଯାହାକୁ ବ୍ୟବହାର କରି ଆପଣ ଆଜମା ଭଳି ଶ୍ଵାସ ରୋଗ ରୁ ନିଜକୁ ମୁକ୍ତ କରି ପାରିବେ । ବନ୍ଧୁଗଣ ଆଜମା ଏକ ଏପରି ଶ୍ଵାସ ରୋଗ ଯାହାକୁ ଭଲ କରିବା ପାଇଁ ଆଜି ପର୍ଯ୍ୟନ୍ତ ବିଜ୍ଞାନ ଏତେ ଉପରକୁ ଯାଇ ମଧ୍ୟ ଏହାକୁ ସଂପୂର୍ଣ୍ଣ ରୂପେ ଭଲ କରିବା ପାଇଁ କୌଣସି ଔଷଧ ବାହାର କରି ପାରି ନାହିଁ ।

 

ବନ୍ଧୁଗଣ ଅଜମା ହେଉଛି ମଣିଷ ର ଶ୍ଵାସ ବିଭାଗୀୟ ଜନିତ ରୋଗ । କିନ୍ତୁ ଏହାକୁ ପ୍ରାକୃତିକ ଉପାୟ ରେ ମୂଳ ରୁ ଶେଷ କରି ହେବ । ବନ୍ଧୁଗଣ ଆଜମା ରୋଗୀ ମାନଙ୍କୁ ଅଧିକ ରୁ ଅଧିକ ମାତ୍ରା ରେ ପିଆଜ, ଅଦା, ତୁଳସୀ ଓ ମହୁ ର ସେବନ କରିବା ଉଚିତ । ଯଦି କେହି ଆଜମା ରୋଗି ପିଆଜ ପ୍ରଚୁର ମାତ୍ରାରେ ଖାଇଥାଏ, ତେବେ ପିଆଜରେ ଥିବା ଆଣ୍ଟିଇନଫ୍ଲାମେଣ୍ଟାରି ଗୁଣ ଫୁସଫୁସ ର କାର୍ଯ୍ୟ କରିବାର କ୍ଷମତା ରେ ଉନ୍ନତି ଆଣିଥାଏ ।

ତେଣୁ ଆଜମା ରୋଗୀ ପାଇଁ ଔଷଧ ଅପେକ୍ଷା ପିଆଜ ଖାଇବା ଅଧିକ ଲାଭଦାୟୀ ହୋଇଥାଏ । ବନ୍ଧୁଗଣ ଆପଣ ଏକ ଫାଳେ ପିଆଜ, ଦୁଇ ଇଞ୍ଚର ଏକ ଅଦା ଓ ପାଞ୍ଚଟି ତୁଳସୀ ପତ୍ର କୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ । ଏବେ ଏହାକୁ ଏକ ପାତ୍ରରେ ଛାଣି ନିଅନ୍ତୁ । ବର୍ତ୍ତମାନ ଅଧଗ୍ଳାସ ପାଣି କୁ ଗରମ କରି ସେହି ରସ ଓ ଏକ ଚାମଚ ମହୁ ମିଶାନ୍ତୁ ।

 

ଏହା ଦ୍ବାରା ଆପଣ ଙ୍କର ଉପଚାର ତି ପ୍ରସ୍ତୁତ ହୋଇଯିବ। ବନ୍ଧୁଗଣ ଏହି ଡ୍ରିଂକ୍ସ କୁ ଆପଣ ପ୍ରତିଦିନ ସକାଳେ ପ୍ରାତଃ ଭୋଜନ ସମୟରେ ନେଇ ପାରିବେ । ଏହାର ଲଗାତାର ସେବନ ଦ୍ଵାରା ଆପଣ ଖୁବ ଶୀଘ୍ର ଆଜମା ତଥା ସମସ୍ତ ଶ୍ଵାସ ଜନିତ ରୋଗ ରୁ ରକ୍ଷା ପାଇ ପାରିବେ । ତାହାଛଡା ବନ୍ଧୁଗଣ ନିଜର କିଛି ବିଶେଷ ଧ୍ୟାନ ମଧ୍ୟ ନେବା ଜରୁରୀ ହୋଇଥାଏ, କାରଣ ଏହା ନ ହେଲେ ଆପଣ ଯେଉଁ ଘରୋଇ ଉପଚାର ଗୁଡିକୁ ଅନୁସରଣ କରୁଛନ୍ତି ସେ ଗୁଡିକ କିଛି କାମ କରିବ ନାହିଁ ।

 

ନିଜ କୁ ଥଣ୍ଡା ହେବାରୁ ବଞ୍ଚାଇ ରଖନ୍ତୁ । ଅତ୍ଯାଧିକ ପାଣି ମଧ୍ୟ ଗାଧୋଇବା ସମୟରେ ବ୍ୟବହାର କରନ୍ତୁ ନାହିଁ । ଥଣ୍ଡା ବା ଆଇସକ୍ରିମ ର ସବନ ମଧ୍ୟ ଆଜମା ରୋଗୀ ଙ୍କ ପାଇଁ ଠିକ ହୋଇ ନଥାଏ । ଏହାସହ ଖାଇବା ସମୟରେ ମଧ୍ୟ ଧ୍ୟାନ ରଖନ୍ତୁ ଯାହା ଖାଉଛନ୍ତି ତାହା ଯେପରି ଗରମ ହୋଇଥିବ ।

Related Articles

Leave a Reply

Your email address will not be published. Required fields are marked *

Back to top button