ସକାଳ ୮ ଟା ପରେ ଗାଧଉଥିବା ମହିଳା ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…
ଆମର ଦୈନଦିନ ଜୀବନରେ ଅନେକ ଜିନିଷ ଏପରି ରହିଛି ଜାହକି ଆମେ କେବଳ ନିୟମିତ ଭାବରେ ପାଳନ କରି ଦେଇଥାଉ କିନ୍ତୁ ତାହର ବାସ୍ତବିକ ଅର୍ଥ ଆମେ ମାନେ ଆମେ ଜାଣି ନଥାଉ । ବନ୍ଧୁଗଣ ଯଦି ମଣିଷ ପାଳନ କରୁଥିବା ଏଝିୟ ସବୁ ନୀତି ନିୟମ କୁ ଭଲ ଭ୍ବାରେ ବୁଝିବାକୁ ଚେଷ୍ଟା ଅକରେ ତେବେ ସେ ଜାଣି ପାରିବ କି ଆମର ପୂର୍ବ ପୁରୁଷ ତଥା ବୟସ୍କ ଲୋକ ମାନେ ଯେଉଁ ସବୁ ନୀତି ନିୟମ ମାନ ସ୍ଥିର କରି ଯାଇଛନ୍ତି, ତାହା ସବୁ ବାସ୍ତବରେ ଆମ ଶାସ୍ତ୍ର ପୁରାଣ ମାନଙ୍କରେ ବର୍ଣ୍ଣନା ହୋଇଅଛି ।
ଏବଂ ଏଗୁଡିକ ପାଳନ କରିବା ଦ୍ଵାର ମଣିଷ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ରେ ଭରି ଯାଇଥାଏ । ବନ୍ଧୁଗଣ ଆମ ଆମ ଦୈନଦିନ ଜୀବନରେ କରୁଥିବା ସମସ୍ତ କ୍ରିୟା କର୍ମ ମାନଙ୍କରେ ସ୍ନାନ ମଧ୍ୟ ନିତ୍ୟ ପ୍ରତିଦିନ କରିଥାଉ । ସ୍ନାନ କରିବା ଦ୍ଵାରା ଆମ ଶରୀରର ସୁସ୍ଥ ରହିବା ସହ ଆମ ଦେହରେ ଏକ ସକାରାତ୍ମକ ଊର୍ଜା ଭରି ଯାଇଥାଏ ।
ଶାସ୍ତ୍ର ଅନୁସାରେ ମଧ୍ୟ ସ୍ନାନ ଏକ ଉତ୍ତମ କାର୍ଯ୍ୟ ହୋଇଥାଏ । ସ୍ନାନ କରିବା ଦ୍ଵାରା ମଣିଷ କୁ ପୂଣ୍ୟ ମଧ୍ୟ ମିଳିଥାଏ । ବନ୍ଧୁଗଣ ଗରୁଡ ପୂରାଣ ରେ ମଣିଷ ଜୀବନର ପ୍ରତ୍ଯେକ ଛୋଟ ବଡ କଥା ସମ୍ବନ୍ଧ ରେ ଉଲ୍ଲେଖ କରାଯାଇଛି । ଏପରିକି ମଣିଷର ଜନ୍ମ ମୃତ୍ୟୁ ର ରହସ୍ୟ ତଥା ମଣିଷ କେଉଁ କର୍ମ କଲେ କେଉଁ ଫଳ ଲାଭ କରିଥାଏ ସେ ସମ୍ବନ୍ଧ ରେ ମଧ୍ୟ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।
ବନ୍ଧୁଗଣ ଗରୁଡ ପୂରାଣ ରେ ସ୍ନାନ ସଂପୂର୍ଣ୍ଣ ୫ ପ୍ରକାରର ବୋଲି କୁହାଯାଇଛି । ସେଗୁଡିକ ହେଲା ବ୍ରହ୍ମ ସ୍ନାନ, ରୁଷି ସ୍ନାନ, ଦେବ ସ୍ନାନ, ମାନବ ସ୍ନାନ ଓ ଦାନବ ବା ରାକ୍ଷସ ସ୍ନାନ୍ନ । ବନ୍ଧୁଗଣ ଏହାଛଡା ପ୍ରତ୍ଯେକ ସ୍ନାନ ର ଫଳ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହି ସବୁ ସ୍ନାନ ମାନଙ୍କୁ ସମୟ ଅନୁସାରେ ବର୍ଗୀକରଣ କରାଯାଇଛି । ଯେପରିକି ପ୍ରଥମ ସ୍ନାନ ଟି ହେଉଛି ରୁଷି ସ୍ନାନ ।
ଏହାର ଅର୍ଥ ସକାଳେ ଆକାଶରେ ତାରା ଥିବା ସମୟରେ ଯେଉଁ ସ୍ନାନ କରାଯାଏ, ତାହାକୁ ରୁଷି ସ୍ନାନ ବୋଲି କୁହାଯାଇଥାଏ । ଏହି ସ୍ନାନ କରିବା ଲୋକ ମାନଙ୍କର ଚିତ୍ତ ସବୁବେଳେ ଶାନ୍ତ ହୋଇ ରହିଥାଏ । ଦ୍ବିତୀୟରେ ବ୍ରହ୍ମ ମୂହୁର୍ତ୍ତ ରେ କରାଯାଇଥିବା ସ୍ନାନ କୁ ବ୍ରହ୍ମ ସ୍ନାନ ବୋଲି କୁହାଯାଇଥାଏ । ଏହି ସମୟରେ ସ୍ନାନ ଅକରିବା ଦ୍ଵାରା ମନ ଓ ଶରୀର ସବୁବେଳେ ସ୍ଵସ୍ଥ ରୁହେ । ତାହାଛଡା ସବୁବଦେବା ଦେବୀ ଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ତୃତୀୟରେ ବନ୍ଧୁଗଣ ଦେବ ସ୍ନାନ ଅର୍ଥାତ ସକାଳ ୫ ଟାରୁ ୬ଟା ମଧ୍ୟରେ କରାଯାଇଥିବା ସ୍ନାନ କୁ ଦେବ ସ୍ନାନ ବୋଲି କୁହାଯାଏ । ଏହି ସ୍ନାନ କୁ ମଧ୍ୟ ଶ୍ରେଷ୍ଠ ସ୍ନାନ ବୋଲି କୁହାଯାଏ । ଏହି ସମୟରେ ସ୍ନାନ କରିବା ଦ୍ଵାରା ଶରୀରରେ ସକରାତ୍ମକତା ଶକ୍ତି ସଂଚାର ହୋଇଥାଏ । ଚତୁର୍ଥ ରେ ସକାଳେ ୬ ରୁ ୮ ଟା ମଧ୍ୟ ରେ କରାଯାଇଥିବା ସ୍ନାନ କୁ ମାନବ ସ୍ନାନ ବୋଲି କୁହାଯାଏ । ଏହି ସମୟରେ ସ୍ନାନ କରିବାକୁ ମଧ୍ୟ ଉତ୍ତମ ବୋଲି କୁହାଯାଇଥାଏ । ଏହି ସମୟରେ ସ୍ନାନ କରିବା ଦ୍ଵାରା ମଧ୍ୟ ଶରୀରରେ ସକରାତ୍ମକତା ଶକ୍ତିର ସଂଚାର ହୋଇଥାଏ ।
ଶେଷ ଟି ବନ୍ଧୁଗଣ ସକାଳ ୮ ଟା ପରେ ଯେଉଁ ସ୍ନାନ କରାଯାଏ ତାହାକୁ ଦାନବ ସ୍ନାନ ବା ରାକ୍ଷସ ସ୍ନାନ ବୋଲି କୁହାଯାଏ । ଏହି ସମୟରେ ସ୍ନାନ କରିବା ଦ୍ଵାରା ଶରୀରରେ ନକରାତ୍ମକତା ଶକ୍ତି ଉତ୍ପନ ହୋଇଥାଏ । ଦିନ ସାରା କରୁଥିବା ସମସ୍ତ କାମ ରେ ନିରାଶ ଭାବ ଦେଖିବାକୁ ମିଳିଥାଏ ।