ଦେଶ ବିଦେଶ

ଜଳଖିଆରେ ଏହି ୫ଟି ଖାଦ୍ୟର ସେବନ କର୍କଟ ରୋଗର କାରଣ, ଏବେଠୁ ଖାଇବା ଛାଡ଼ନ୍ତୁ ନହେଲେ ହେଇଯିବ ଡେରି

ଖାଦ୍ୟ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ । ଯାହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିଥାଏ ଆମ ଶରୀରକୁ । ବେଳେ ବେଳେ ଖାଦ୍ୟ ପାଇଁ ଆମେ ବିଶେଷ ଯତ୍ନବାନ ନ ଥାଏ ।ଖାଇବା ପୁର୍ବରୁ ଆମେ ଏହି କଥା ଆଦୌ ଭାବି ନ ଥାଉ ଏହାକୁ ଖାଇବା ଦ୍ୱାରା ଆମର ଲାଭ ହେବ କି କ୍ଷତି । ଆମେ ସାଧାରଣତଃ ଆମ ଜିଭକୁ ସ୍ଵାଦିଷ୍ଟ ଲାଗିବା ଭଳି ଖାଦ୍ୟର ଚୟନ କରିଥାଏ । ଯାହା ପରବର୍ତ୍ତୀ ସମୟରେ ଆମ ରୋଗର କାରଣ ପାଲଟି ଥାଏ ।

ଆଜି ଆମେ ଖାଦ୍ୟ ସହ ଜଡିତ କର୍କଟ ରୋଗ ବିଷୟରେ ଜାଣିବା । କାରଣ ଭାରତରେ ଏହା ବେଶ୍ ପରିଚିତ ରୋଗଟିଏ, ପ୍ରତି ବର୍ଷ ଅନେକ ଲୋଗ ଏହି ରୋଗରେ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ କର୍କଟ ରୋଗର ମୁଖ୍ୟ କାରଣ ଗୁଡ଼ିକୁ ଜାଣିଲେ ଆମେ ହୁଏ ତ ଏହା ଠାରୁ ଦୁରେଇ ରହିବା ପାଇଁ ଚେଷ୍ଟା କରିବା । ରିସର୍ଚ୍ଚ ଅନୁସାରେ ୫ ରୁ ୧୦ ପ୍ରତିଶତ କର୍କଟ ରୋଗ ବଂଶଜନିତ ହୋଇଥିବା ବେଳେ ୩୦ ରୁ ୩୫ ପ୍ରତିଶତ କର୍କଟ ରୋଗ ଖରାପ ଖାଦ୍ୟ ଖାଇବା ଦ୍ୱାରା ଏବଂ ଆମ ଦୈନନ୍ଦିନ ଜୀବନଶୈଳୀ କାରଣରୁ ହୋଇଥାଏ ।

Best FX Broker! Signup Now
Dune: Part 2

ସାଧାରଣତଃ କୁହାଯାଏ ସକାଳର ଜଳଖିଆ ଆମ ଉପରେ ବିଶେଷ ପ୍ରଭାବ ପକାଇଥାଏ ଏବଂ ଏହା କର୍କଟ ର ମଧ୍ୟ କାରଣ ପାଲଟି ଥାଏ । ତେଣୁ ସକାଳର ଜଳଖିଆର ଚୟନ ପୋଷଣ ଯୁକ୍ତ ହେବା ଆବଶ୍ୟକ ନା କି ଜିଭର ସ୍ବାଦ ଅନୁସାରେ । ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ର ସେବନ ଦ୍ଵାରା ଆମେ ଭବିଷ୍ୟତରେ କର୍କଟ ରୋଗ ର ଶୀକାର ହେବାର ସମ୍ଭାବନା ରହିଛି ।

2 – ନିୟମିତ ପାଉଁରୁଟି ସେବନ :- ନିୟମିତ ପାଉଁରୁଟି ସେବନ ଦ୍ୱାରା ଶରୀରରେ ରୋଗ ବଢିପାରେ । ଏହା କର୍କଟ ରୋଗର ମଧ୍ୟ ଏକ ମୁଖ୍ୟ କାରଣ ଅଟେ । ଯେ କୌଣସି ପାଉଁରୁଟିରୁ ତିଆରି ଖାଦ୍ୟ ଶରୀର ପାଇଁ କ୍ଷତିକାରକ ଅଟେ ।

3 – ପପକର୍ନ ର ସେବନ :- ମାସକୁ ଥରେ କିମ୍ୱା ଦୁଇ ଥର ପପକର୍ନ ଖାଇ ପାରିବେ, ହେଲେ ଘରେ ପ୍ରସ୍ତୁତ କରି । କିନ୍ତୁ ବଜାରରେ ବିକ୍ରି ହେଉଥିବା ପପକର୍ନ ଶରୀର ପାଇଁ କ୍ଷତିକାରକ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button