ଦେଶ ବିଦେଶ

ପ୍ରତିଦିନ କ୍ଷୀର ସହିତ ଖାଆନ୍ତୁ ଏହି ଖାଦ୍ୟ, ଶରୀର ସୁସ୍ଥ ରହିବା ସହିତ ବଢ଼ିବ ଯୌନ ଶକ୍ତି…

ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ସଠିକ୍ ଖାଦ୍ୟପେୟର ଅଭାବ ହେତୁ ମଣିଷ ଶରୀରରେ ଦୁର୍ବଳତା ଦେଖାଯିବାକୁ ଲାଗିଥାଏ । ଖାସ୍ କରି ପୁରୁଷମାନଙ୍କ କ୍ଷେତ୍ରରେ ଶାରୀରିକ ଦୁର୍ବଳତା ସହିତ ଏହା ସେମାନଙ୍କର ଯୌନ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଆପଣ ନିଜର ଯୌନ ଶକ୍ତିକୁ ବଢାଇବା ପାଇଁ ଚାହୁଁଛନ୍ତି ତେବେ କ୍ଷୀର ଏବଂ ଶୁଖିଲା ଖଜୁରୀ ଖାଇ ପାରିବେ ଯାହାକି ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

ଖଜୁରୀରେ କ୍ୟାଲସିୟମ୍, ଫାଇବର, ଜିଙ୍କ, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ପ୍ରଚୁର ପରିମାଣରେ ମିଳିଥାଏ । କେବଳ ସେତିକି ନୁହେଁ ଏଥିରେ ପୋଷାକତତ୍ତ୍ୱ ରହିବା ସହିତ ଭିଟାମିନ୍ A, C, E, K, B 2, B 6, ନିୟାସିନ୍ ଏବଂ ଥିଆମିନ୍ ସହିତ ଅନେକ ଭିଟାମିନ୍ ରହିଛି ଯାହାକି ପୁରୁଷଙ୍କ ଯୌନ ଶକ୍ତି ବୃଦ୍ଧି କରିବାରେ ରାମବାଣ ସାବ୍ୟସ୍ତ ହୋଇଥାଏ ।

ସେହିଭଳି ଭାବରେ ଯଦି ଆପଣ ନିଜ ଶରୀରର ଓଜନ ବଢାଇବାକୁ କିମ୍ବା କମାଇବାକୁ ଚାହୁଁଛନ୍ତି । ତେବେ, କ୍ଷୀର ଏବଂ ଶୁଖିଲା ଖଜୁରୀ ଖାଇବା ଆରମ୍ଭ କରନ୍ତୁ ।

ଆହୁରି ପଢନ୍ତୁ :- ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ମାତ୍ର ୨ ପାଖୁଡ଼ା ରସୁଣ ବରଦାନ: ଜାଣନ୍ତୁ ସୁସ୍ଥ ଶରୀର ପାଇଁ କେତେ ଉପକାରୀ?
କ୍ଷୀରରୁ ସର ବାହାର କରି ରାତିରେ ପିଇଲେ ଏହା ଓଜନ କମାଇବାରେ ସହାୟକ ହୋଇଥାଏ । ସେହିଭଳି ଭାବରେ ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥିବାରୁ ଏହା ଓଜନ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button