ଜ୍ୟୋତିଷ

ଏହି ୭ ଭୁଲ ଯୋଗୁଁ ଘର ଦ୍ୱାର ମୁହଁରୁ ଫେରି ଯାଇଥାନ୍ତି ମା’ ଲକ୍ଷ୍ମୀ, ନିଶ୍ଚିତ ଜାଣି ରଖନ୍ତୁ

ଜୀବନ ବଞ୍ଚିବା ପାଇଁ ଧନର ଆବଶ୍ୟକତାକୁ ଏଡାଇ ଦିଆ ଯାଇ ପାରେନା । ଧନ ହିନ ଜୀବନ ବେଳେ ବେଳେ ଅଭିଶପ୍ତ ଜୀବନ ଭଳି ମନ ହୁଏ । ସେଥି ପାଇଁ ତ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ବିଶେଷ ଗୁରୁତ୍ବ ଦିଆ ଯାଇ ଥାଏ । କୁହା ଯାଏ ମା ଲକ୍ଷ୍ମୀ ପୂଜାର ନୁହଁନ୍ତି ବରଂ ଜୀବନ ଶୈଳୀ ଉପରେ ବେଶୀ ପ୍ରଭାବିତ ହୋଇଥାନ୍ତି । ଅର୍ଥାତ୍ ଆମେ କିପରି ବସବାସ କରେ, କିପରି ଅନ୍ୟକୁ ବ୍ୟବହାର କରେ, କିପରି ପୋଷାକ ପରିଧାନ କରେ ଇତ୍ୟାଦି ।

ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ କାରଣ ରହିଛି ଯାହା ଦ୍ଵାରା ଲକ୍ଷ୍ମୀ ଚାହିଁକି ମଧ୍ୟ ଆମ ପାଖକୁ ଆସି ପାରନ୍ତି ନାହିଁ । ଯାହାକୁ ଶୁଦ୍ଧ ଓଡ଼ିଆରେ ଲକ୍ଷ୍ମୀ ଛଡ଼ା ବୋଲି କହନ୍ତି । ତେବେ ଆପଣ ଯଦି ଚାହାନ୍ତି ଆପଣ କେବେ ଲକ୍ଷ୍ମୀ ଛଡ଼ା ନ ହୁଅନ୍ତୁ ଏବଂ ଲକ୍ଷ୍ମୀଙ୍କର କୃପା ସଦା ସର୍ବଦା ଲାଗି ରହୁ ତେବେ ଆପଣାନ୍ତୁ ଏହି ସବୁ ଉପାୟ ।

1 – ଆପଣ ସର୍ବଦା ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଅର୍ଥାତ୍ ନିଜ ଘର ଓ ପରିବେଶକୁ ସଫା ରଖନ୍ତୁ ।

ଆହୁରି ପଢନ୍ତୁ :- ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି ଛୋଟ କାମ, ଧନରେ ପରିପୂର୍ଣ୍ଣ ହେବ ଆପଣଙ୍କ ଘର !
2 – ଦିନ ଏବଂ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ ।

3 – ପ୍ରଭାତ ସମୟରେ ନିଜର ସମସ୍ତ ନିତ୍ୟ କର୍ମ ସମାପନ କରନ୍ତୁ ।

4 – ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଇ ରୁହନ୍ତୁ ନାହିଁ ।

5 – ନାରୀ ମାନଙ୍କୁ ସମ୍ମାନ ଦିଅନ୍ତୁ ।

6 – ଅଯଥାରେ ଜିନିଷ ନଷ୍ଟ କରନ୍ତୁ ନାହିଁ ।

7 – ଶୁକ୍ରବାର ଦିନ ଘରୁ ଚିନି ଓ ରୂପା ଦାନ କରନ୍ତୁ ନାହିଁ

Related Articles

Leave a Reply

Your email address will not be published. Required fields are marked *

Back to top button