ଦେଶ ବିଦେଶ

କ୍ଷୀର ସହ କଣ ଖାଇଲେ ମଣିଷ ମରି ଯାଇପାରେ ?

ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ ।

 

1- ଏମିତି କେଉଁ ଜୀବ ଅଛି ଯିଏ ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର- କଙ୍ଗାରୁ ରେଟ ।

2- ଏମିତି କେଉଁ ତାର ଅଛି ଯାହା 16 ବର୍ଷ ପରେ ଦେଖା ଯାଇଥାଏ ?

ଉତ୍ତର- ଛଳ ତାରା ।

3- ଭାରତର ସବୁଠୁ ବଡ ପାଗଳଖାନା କେଉଁଠି ଅଛି ?

ଉତ୍ତର- ଆଗ୍ରା ।

4- ଭାରତରେ ସବୁଠୁ ଅଧିକ ବେରୋଜଗାରି କେଉଁ ରାଜ୍ୟରେ ଅଛି ?

ଉତ୍ତର- ତ୍ରିପୁରା ।

5- କେଉଁ ପଶୁ ର ମସ୍ତିସ୍କ ସବୁଠାରୁ କମ ପାଣି ପିଇଥାଏ ?

ଉତ୍ତର- ମୂଷା ।

6- ମଣିଷର ଶରୀରର କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇଯାଏ ?

ଉତ୍ତର- ଆଖି ପତା ।

7- ଭାରତରେ ମୋଟ ପ୍ରତିଶତ ଲୋକ ପଶୁ ପାଳିଥାନ୍ତି ?

ଉତ୍ତର- 65% ।

8- ଯୋଦ୍ଧାବାଇ କାହାର ସ୍ତ୍ରୀ ଥିଲେ ?

ଉତ୍ତର- ଅକବର ।

9- ଦୁନିଆର ପ୍ରଥମ କମ୍ପ୍ୟୁଟର ମାଉସ କେବେ ତିଆରି ହୋଇଥିଲା ?

ଉତ୍ତର- 1994 ।

10- ସବୁଠାରୁ ଅଧିକ ଟ୍ରାକ୍ଟର କେଉଁ ଦେଶରେ ତିଆରି କରା ଯାଇଥିଲା ?

ଉତ୍ତର- ଆମେରିକା ।

11- ଭାରତର ଛୋଟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର- ବିୱି କା ମକୱାରା ।

 

12- ସବୁଠାରୁ ଅଧିକ ପ୍ରୋଟିନ କେଉଁ ଡାଲିରେ ଦେଖାଯାଏ ?

ଉତ୍ତର- ବୁଟ ଡାଲି ।

13- କେଉଁ ପକ୍ଷୀ ନାଲି ରଙ୍ଗର ଅଣ୍ଡା ଦେଇଥାଏ ?

ଉତ୍ତର- ବାୟନା ।

14- ଭାରତର କେଉଁ ରାଜ୍ୟରେ 35ଟି ଜିଲ୍ଲା ଅଛି ?

ଉତ୍ତର- ଆସାମ ।

15- ସବୁଠୁ ହଲକା ପଦାର୍ଥ ର ନାମ କଣ ?

ଉତ୍ତର- ହାଇଦୃଜେନ ।

16- ଦୁନିଆ ସାରା ଗାଈ କେତେ ପ୍ରଜାତିର ହୋଇଥାନ୍ତି ?

ଉତ୍ତର- 800 ।

17- ସବୁଠୁ ଅଧିକ ଆର୍ମୀ କେଉଁ ଦେଶରେ ଅଛି ?

ଉତ୍ତର- ଚୀନ ।

18- ବିଶ୍ଵର ସବୁଠୁ ବଡ ପରିବାର କେଉଁ ଦେଶରେ ଅଛି ?

ଉତ୍ତର- ଭାରତ ।

19- କେଉଁ ଦେଶରେ ସବୁଠାରୁ ଅଧିକ ବସ ଅଛି ?

ଉତ୍ତର- ଚୀନ ।

20- କେଉଁ ଜୀବ ନିଜର ଆଖି କେବେ ବନ୍ଦ କରିପାରେ ନାହିଁ ?

ଉତ୍ତର- ଗୋଲ୍ଡେନ ଫିଶ ।

21- ସବୁଠାରୁ ଅଧିକ ଚାନ୍ଦି ର କ୍ଷେତ କେଉଁ ଦେଶରେ ଅଛି ?

ଉତ୍ତର- ଭାରତ ।

22- କ୍ଷୀର ସହ କଣ ଖାଇଲେ ମଣିଷ ମରି ଯାଇପାରେ ?

ଉତ୍ତର- ଅଣ୍ଡା ।

Related Articles

Leave a Reply

Your email address will not be published. Required fields are marked *

Back to top button