ଦେଶ ବିଦେଶ

ଏହି ନାମରୁ ଆରମ୍ଭ କପୁଲ୍ ଙ୍କ ପ୍ରେମ ଅତୁଟ ହୋଇଥାଏ… ଜୀବନରେ କେବେ ନିଜ ପାର୍ଟନରକୁ ଧୋକା ଦେଇନଥାନ୍ତି,

A ଓ S- ଯେଉଁ କପୁଲ୍ ଙ୍କ ଯୋଡି A ଓ S ରେ ହୋଇଥାଏ । ଏହି ନାମର ଯୋଡିଙ୍କର ପ୍ରେମ ବନ୍ଧନ ଅତୁଟ ହୋଇଥାଏ । ଏମାନେ କେହି କାହାକୁ ଛାଡିକି ରହିପାରିନଥାନ୍ତି । ସବୁବେଳେ ନିଜ ପାର୍ଟନର ପ୍ରତି ଲୋୟାଲ ରହିଥାନ୍ତି । ଏମାନଙ୍କର ବହୁ ସମୟରେ ପ୍ରେମ ବିବାହ ମଧ୍ୟ ହୋଇଥାଏ ।

P ଓ R- ଯେଉଁ ଯୋଡିଙ୍କର ନାମ P ଓ R ଲେଟରରୁ ହୋଇଥାଏ । ଏମାନଙ୍କ ଯୋଡିକୁ ମଧ୍ୟ ଲକି କପୁଲ୍ ବୋଲି କୁହାଯାଇଥାଏ । କାରଣ ସମୟ  ସହ ଏହି କପୁଲ୍ ଙ୍କର ଭଲ ପାଇବା ମଧ୍ୟ ଆଗକୁ ଅଧିକ ବଢିଯାଇଥାଏ । ଏମାନେ କୌଣସି ପରିସ୍ଥିତିରେ ନିଜ ପାର୍ଟନର ଛଡା ଅନ୍ୟ କାହା କଥା ଭାବନାରେ ମଧ୍ୟ ଆଣିନଥାନ୍ତି ।

 

K ଓ T- ଯେଉଁ ଯୋଡିଙ୍କର ନାମର ଆରମ୍ଭ ଏହି ଅକ୍ଷରରୁ ହୋଇଥାଏ । ଏମାନେ ବହୁତ ଭାଗ୍ୟଶାଳୀ କପୁଲ୍ ହୋଇଥାନ୍ତି । ବୋଲି ସାମୁଦ୍ରିକ ଶାସ୍ତ୍ରରେ ହିଁ ବର୍ଣ୍ଣିତ ରହିଛି । ଏମାନେ ଜଣେ ଅନ୍ୟ ଜଣଙ୍କର ସବୁବେଳେ ସାଥ୍ ଦେଇଥାନ୍ତି । ଉଭୟ ଉଭୟଙ୍କୁ ଭଲ ପାଇବା ସହ ସମ୍ମାନ ମଧ୍ୟ କରିଥାନ୍ତି ।

B ଓ M-ଏହି ନାମର ଆରମ୍ଭ ଯୋଡି ବହୁତ ଭଲ ଯୋଡି ମାନଙ୍କ ମଧ୍ୟରୁ ଅନ୍ଯତମ ହୋଇଥାଏ । କାରଣ ଏମାନେ ନିଜର ସାଥି ପାଇଁ କିଛି ମଧ୍ୟ କରିବାକୁ ପଛାଇ ନଥାନ୍ତି । ଏମାନଙ୍କର ପ୍ରେମ ସମ୍ପର୍କ ବାହାଘରର ସମ୍ପର୍କରେ ପରିଣତ ହୋଇଥାଏ । ଏହି କପୁଲ୍ ଙ୍କ ଉପରେ ଭଗବାନଙ୍କର ସବୁବେଳେ ଆଶ୍ରୀବାଦ ରହିଥାଏ ।

H ଓ J- ଏହି ନାମର କପୁଲ୍ ବହୁତ ହିଁ ଖାସ୍ ହୋଇଥାନ୍ତି । କାରଣ ଏମାନେ ପ୍ରକୃତରେ ନିଜର ସାଥିର ସବୁବେଳେ ସାଥ୍ ଦେଇ ଆସିଥାନ୍ତି । ଏମାନଙ୍କ ମଧ୍ୟରେ ଭଲ ବୁଝାମଣା ଥିବା କାରଣରୁ ଏମାନେ ପ୍ରେମ ଜୀବନରେ କେବେ ଧୋକା ଖାଇନଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button