ଦେଶ ବିଦେଶ

ଚୁଟକିରେ କଳା ହେବ ମୁଣ୍ଡର ସବୁ ଧଳା ବାଳ, କରି ଦେଖନ୍ତୁ ଏହି ସହଜ ଘରୋଇ ଉପଚାର,

, ଧଳା ଚୁଟି କଳା କରିଦିଏ ଏହି ଗୋଟାଏ ଉପାୟ ।  ଆଜି କାଲୀ ର ଭିଡ ଜଗତରେ ଲୋକମାନଙ୍କ ପାଖରେ ନିଜର ଚୁଟି  ର ଯତ୍ନ ନେବାକୁ ସମୟ ରହିନଥାଏ । ଆପଣ ଦେଖିଥିବେ ସାନ ପିଲାମାନଙ୍କ ଚୁଟି କମ୍ ବୟସରେ ଧଳା ଓ ରୂପୀ ର ସମସ୍ୟା ଉପୁଜିଥାଏ । ଏହି ସମସ୍ଯା ରୁ ମୁକ୍ତି ପାଇବା ପାଇଁ ଅନେକ ରସାୟନ ସାମ୍ପୁ , କ୍ରିମ ର ବ୍ୟବହାର କରିଥାଉ , କିନ୍ତୁ ଏହା ଉପକାର ବଦଳରେ ଅପକାର ସାଧନ କରିଥାଏ  ।

 

ମାତ୍ର ଇଶ୍ଵର ଆମକୁ ଏମିତି ଏକ ଚମତ୍କାରୀ ଜିନିଷ ପ୍ରଦାନ କରିଛନ୍ତି , ଯାହାକୁ ବ୍ୟବହାର କରି ଆପଣମାନେ ଆପଣାଙ୍କ ଧଳା ଚୁଟି କୁ କଳା କରିଥାଏ । ବୟସ ବଢିବା ସହ ଧଳା ଚୁଟି ହୁଏ ତେବେ ଏହା ପ୍ରାକୃତିକ ପରିବର୍ତ୍ତନ ଅଟେ । ମାତ୍ର 20- 25 ବର୍ଷରେ ଯୁବତୀ ଯୁବକଙ୍କ ଧଳା ଚୁଟି ଅସୁବିଧା ର କାରଣ ହୋଇଥାଏ । କାରଣ ଏହି ବୟସରେ ଚୁଟି କୁ କଳା କରିବା ପାଇଁ ଆମେମାନେ ରଙ୍ଗ , ଚୁଟି କୁ ଭିନ୍ନ ଭିନ୍ନ ପ୍ରକାରର ରଙ୍ଗବିରଙ୍ଗ ( color ) ଲଗାନ୍ତୁ ।

ଆମେ ଯଦି ଥରେ ଚୁଟି କୁ ରଙ୍ଗ କରିଥାଉ ତେବେ ସବୁ ଦିନ ପାଇଁ ଏହାକୁ ବ୍ୟବହାର କାରିବାକୁ ପଡିଥାଏ । ଏହା ଆମ ପାଇଁ ଖରାପ ଅଭ୍ଯାସ ହୋଇଯାଏ ।  ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ଜିନିଷ ବିଷୟରେ କହିବୁ ଯାହାକୁ ସପ୍ତାହ ବ୍ୟବହାର କରି ଧଳା କୁ କଳା କରିବେ । ଆପଣମାନେ ସମସ୍ତେ ଦେଖିଥିବେ ସଦାବିହାରୀ ଫୁଲ ଏହି ଫୁଲ ସବୁ ଋତୁରେ ଫୁଟିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button