ଦେଶ ବିଦେଶ

ସବୁଦିନ ମାତ୍ର 10 ମିନିଟ୍ କରି ଦେଖନ୍ତୁ ଏହି କାମ, ସ୍ମରଣ ଶକ୍ତି ସହ ବୁଦ୍ଧି ବି ବଢିବ, ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

, ଆଜି କାଲି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନଙ୍କ ପର୍ଯ୍ୟନ୍ତ ମନ ରଖିବାର ଶକ୍ତି ବହୁତ କମ୍ ରହିଥାଏ । ଲୋକମାନଙ୍କ ମଧ୍ୟ ରୁ ଦୁଇ ପ୍ରକାରର ଲୋକଙ୍କୁ ଆମେ ଦେଖିଥାଉ ଯଥା ଜଣେ ଲୋକ ପ୍ରତ୍ୟେକ ଜିନିଷ କୁ ତୁରନ୍ତ ମନେ ରଖିବା ବେଳେ ଅପର ପକ୍ଷର ଲୋକ ଯେତେ ପଢିଲେ ମଧ୍ୟ ପାଠ ମନେ ରହିନଥାଏ । ଏହାର ପଛରେ କାରଣ ଜାଣିବାକୁ ଯଦି ଆମେ ଇଛା କରିଥାଉ ତେବେ ଲୋକେ କହିଥାନ୍ତି କି ଅନ୍ୟ ଲୋକଟିର ଆପଣଙ୍କ ଠାରୁ ବହୁତ ତେଜ ହୋଇଥାଏ ।ଏହା ମଧ୍ୟ ହେଇପାରେ ଯଦି ଆପଣଙ୍କ ମାବାପାଙ୍କ ମସ୍ତିସ୍କ ଦୁର୍ବଳ ରହିଥାଏ ତେବେ ଆପଣଙ୍କ ମସ୍ତିସ୍କ ମଧ୍ୟ ଦୁର୍ବଳ ହେଇପାରେ । କିନ୍ତୁ ଯଦି ମଣିଷ ଶପଥ କରେ କି ସେ ତାହାର ସ୍ମରଣ ଶକ୍ତି କୁ ବୃଦ୍ଧି କରିବ ତେବେ ତାଙ୍କୁ ତାହା କରିବାରୁ କେହି ଅଟକାଇ ପାରିବ ନାହିଁ । ଯଦି ଆପଣ ମଧ୍ୟ ଆପଣଙ୍କ ସ୍ମରଣ ଶକ୍ତି କୁ ସୁଦୂଢ କରିବାକୁ ଇଛା କରନ୍ତି ।

 

ତେବେ ଆପଣଙ୍କ ପାଇଁ ଆଜି ଆମେ କିଛି ଉପାୟମାନ କହିବୁ ଯାହାକୁ ଆପଣ ନିଶ୍ଚୟ କରିବେ ଏବଂ ଆଉ କିଛି ବିଷୟବସ୍ତୁ କୁ ପରିତ୍ୟାଗ କରିବେ ।  ସାଧାରଣତ କିଛି ଆଭ୍ୟାସ ଗୁଡିକ ଆମ ମସ୍ତିସ୍କ କୁ ଦୁର୍ବଳ କରିଥାଏ । ଆମ କୁ ପ୍ରଥମେ ସେହି ସବୁ ଅଭ୍ଯାସ କୁ ଛାଡିବା ଉଚିତ୍ ହୋଇଥାଏ । ଆଜି କାଲି ର ଲୋକମାନେ ମୋବାଇଲ ଫୋନ ରେ ଅନାବଶ୍ୟକ ଜିନିଷ କୁ ଦିନ ସାରା ଦେଖିଥାନ୍ତି ।

 

ମନ କୁ ସହଜ , ମଜା ଦେଉଥିବା ବିଷୟ କୁ ଦେଖିବା ଫଳରେ ଆମେ ଧ୍ୟାନ ସହ ପାଠ ପଢିବା ମନେ ରଖିବା ଆଦି କୁ କରିପାରିନଥାଉ । ତେଣୁ ଆପଣଙ୍କୁ ଫୋନ ରେ ଥିବା ଶର୍ଟ ଭିଡିଓ , ଇଉଟୁବ , ଇନଷ୍ଟା ଆଦି ଠାରୁ ଯେତେ ସମ୍ଭବ ଦୂର ରେ ରହିବା ଉଚିତ୍ । କାରଣ ଏହି ସବୁ ଜିନିଷ ଗୁଡିକ ଆମ ମସ୍ତିସ୍କ ର ଶକ୍ତି କୁ ବଢିବାକୁ ଦେଇନଥାଏ । କାରଣ ମଣିଷର ମସ୍ତିସ୍କ computer ଠାରୁ ତେଜ ଅଟେ ।

 

ତେଣୁ ଆପଣଙ୍କୁ ମୁଁ ଆଜି ଦୁଇଟି ଉପାୟ କୁ କହିବି ଯାହାକୁ କରିବା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୁଏ ଓ ଆପଣ କୋଣସି ଜିନିଷ କୁ ଦେଖିଲ ମାତ୍ରେ ମନେ ରଖିବେ । 1- ଆପଣଙ୍କୁ ଦିନରେ ଥରେ multi color text ଖେଳ କୁ ଖେଳିବା ଉଚିତ୍ । ଏହି ଖେଳ କୁ ଖେଳିବା ଦ୍ଵାରା ଆପଣଙ୍କ କୋଣସି ବିଷୟ କୁ ଭଲ ଭାରେ ଧ୍ୟାନ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button