ଓଡିଶା
ବାରବାଟୀ-କଟକ,ସାଲେପୁର ଏବଂ ଜୟପୁର ଆସନ: କାହା ଉପରେ ଭରସା କରିବ ବିଜେପି? – bajravana
[ad_1]
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ପକ୍ଷରୁ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତାଲିକାରେ କଟକର ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ।
କଟକ ଜିଲ୍ଲାର ବାରବାଟୀ-କଟକ ଓ ସାଲେପୁର ପାଇଁ ଦଳ ପକ୍ଷରୁ ନାମ ଘୋଷଣା କରାଯାଇ ନାହିଁ। ସେହିପରି ଜୟପୁରର ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ।
ବାରବାଟୀ-କଟକ,ସାଲେପୁର ଏବଂ ଜୟପୁର ଆସନ ନେଇ କାହା ଉପରେ ବିଜେପି ଭରସା କରିବ ସେଥିପାଇଁ ରାଜନୈତିକ ମହଲରେ ନାନା କଳ୍ପାନଜଳ୍ପନା ପ୍ରକାଶ ପାଇଛି। ବିଜେପି ଏସବୁ ଆସନରେ ନୂଆ ଏକ୍ପପେରିମେଣ୍ଟ କରିବ କି ବୋଲି ପ୍ରଶ୍ନ ଉଠିଛି।
[ad_2]