ଦେଶ ବିଦେଶ

ଇଡ଼ି ପରେ ଏନଆଇଏ ଟିମ୍‌‌ ଉପରେ ଜୋରଦାର ଆକ୍ରମଣ – bajravana

[ad_1]

ନୂଆଦିଲ୍ଲୀ, ୦୬/୪ : ଇଡି ଉପରେ ଆକ୍ରମଣ ପରେ ଏବେ ଏନଆଇଏ ଟିମ୍‌‌ ଉପରେ ଜୋରଦାର ଆକ୍ରମଣ ହୋଇଛି । ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ ଉପରେ ଆକ୍ରମଣ କରାଯାଇଛି। ସ୍ଥାନୀୟ ଅଂଚଳର କିଛି ଲୋକ ଏନଆଇଏ ଟିମକୁ ଘେରିଯାଇ ତାଙ୍କ ଗାଡି ଉପରକୁ ଢେଲା ପଥର ମାଡ କରିଛନ୍ତି । ଏନଆଇଏ ଟିମ୍‌‌ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଯାଞ୍ଚ କରିବାକୁ ପହଞ୍ଚିଥିଲେ। ଏହି ସମୟରେ ଏଜେନ୍ସି ୨ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହି ଗିରଫଦାରୀକୁ ବିରୋଧ କରି ଗ୍ରାମବାସୀମାନେ ଏନଆଇ ଟିମ୍‌‌ ଉପରେ ଆକ୍ରମଣ କରିଥିବା ଜଣାପଡିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button