ଖେଳ ଖବର
ସିଲି ପଏଣ୍ଟ୍: ପଥିରଣାଙ୍କୁ ଝୁରିବ ସିଏସ୍କେ – bajravana

[ad_1]
କିଂବଦନ୍ତି ଲସିଥ ମାଲିଙ୍ଗାଙ୍କ ପ୍ରତିଛବି କୁହାଯାଉଥିବା ଶ୍ରୀଲଙ୍କାର ଯୁବ ବୋଲର ମଥିସା ପଥିରଣା ଆହତ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଅବସରରେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଛି। ଏହି କାରଣରୁ ଡାକ୍ତର ତାଙ୍କୁ ୪ରୁ ୫ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଫଳରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ରେ ପଥିରଣା ଖେଳିବା ସମ୍ଭାବନା ନାହିଁ। ଏଣୁ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ତାଙ୍କ ଅନୁପସ୍ଥିତି ଅନୁଭବ କରିବ। ଗତ ଋତୁରେ ପଥିରଣାଙ୍କୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ବ୍ରହ୍ମାସ୍ତ୍ର ଭାବେ ବ୍ୟବହାର କରିଥିଲେ। ଏଥର ସେ ନରହିବା ଚେନ୍ନାଇ ପାଇଁ ବହୁତ ବଡ଼ ଝଟ୍କା ହେବାକୁ ଯାଉଛି।
[ad_2]