ଓଡିଶା

୬ ଆଇପିଏସ୍‌ ଅଧିକାରୀଙ୍କୁ ଡିଆଇଜି ଭାବେ ପଦୋନ୍ନତି ଦେଲେ ସରକାର – bajravana

[ad_1]

ଭୁବନେଶ୍ବର: ରାଜ୍ୟ ସରକାର ଆଜି ୬ ଜଣ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ପଦୋନ୍ନତି ପାଇଥିବା ଆଇପିଏସ୍‌ ଅଧିକାରୀମାନେ ଡିଆଇଜି ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ଏହି ସମସ୍ତ ଆଇପିଏସ୍ ଅଧିକାରୀମାନେ ହେଲେ ୨୦୧୦ ବ୍ୟାଚ୍‌ର। ଡିଆଇଜି ଭାବେ ପଦୋନ୍ନତି ପାଇଥିବା ଆଇପିଏସ୍ ଅଧିକାରୀମାନେ ହେଲେ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ ଶିବା ସୁବ୍ରମଣି। ଏହି ୬ ଜଣଙ୍କ ମଧ୍ୟରୁ ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ ଶିବା ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button