ଓଡିଶା

ଚର୍ଚ୍ଚାରେ ମାଲକାନଗିରିର ପୁଅ ସତବୀର ସିଂ ରିୟର: ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ପଦ ପାଇଁ ମନୋନୀତ – bajravana

[ad_1]

ଭୁବନେଶ୍ବର: ପେଶାରେ ଜଣେ ଫାର୍ମାସି ଅଫିସର। ହେଲେ ଏବେ ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ପଦ ପାଇଁ ମନୋନୀତ। ଏଠାରେ ଯେଉଁ ଯୁବକଙ୍କ କଥା କୁହାଯାଉଛି, ସେ ହେଲେ ମାଲକାନଗିରିର ପୁଅ ସତବୀର ସିଂ ରିୟର ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି ପୂର୍ବରୁ ଅନେକ ଟିମ୍ ପାଇଁ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଛନ୍ତି ସତବୀର

ପୂର୍ବରୁ ସତବୀର ୧୬ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଟିମ ସହ ରଣଜୀ ଟ୍ରଫିର ମ୍ୟାନେଜର ପଦ ସମ୍ଭାଳିଛନ୍ତି ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସତବୀର ପେଶାରେ ଜଣେ ଫାର୍ମାସି ଅଫିସର ସେ ରାତିରେ ଡ୍ୟୁଟି କରି ଦିନରେ କ୍ରିକେଟ୍ ପାଇଁ ସମୟ ଦିଅନ୍ତି ଏଭଳି ଉପଲବ୍ଧି ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ସତବୀର



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button