ଓଡିଶା

ପେନକିଲର ‘ମେଫଟାଲ୍‌’ ପାଇଁ ସତର୍କ କରାଇଲେ ସରକାର – bajravana

[ad_1]

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବହୁଳ ପ୍ରଚଳିତ ପେନକିଲର ମେଫଟାଲ୍ ପାଇଁ ରାଜ୍ୟ ସରକାର ସତର୍କ କରାଇଛନ୍ତି । ଏହା ସେବନ ଦ୍ୱାରା ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏନେଇ ଇଣ୍ଡିଆନ ଫାର୍ମା କୋପିଆ କମିଶନ ପକ୍ଷରୁ ଆଲର୍ଟ ଜାରୀ କରାଯାଇଛି ଋତୁସ୍ରାବଜନିତ ଯନ୍ତ୍ରଣା ଲାଘବ ପାଇଁ ମେଫଟାଲ ବ୍ୟବହାର କରାଯାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଦାନ୍ତବିନ୍ଧା ପାଇଁ ମଧ୍ୟ ମେଫଟାଲ ସେବନ କରାଯାଏ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button