ଖେଳ ଖବର

ଟାଇଗର ଅଲ୍ଲୀଙ୍କ ପ୍ରତି ଭାରତୀୟ ପ୍ରଶଂସକଙ୍କ ଦୁର୍ବ୍ୟବହାର – bajravana

[ad_1]

ନୂଆଦିଲ୍ଲୀ: ପୁଣେରେ ବାଂଲାଦେଶ ବିପକ୍ଷରେ ଭାରତର ବିଜୟ ପରେ ସ୍ଥାନୀୟ ଦର୍ଶକଙ୍କ କିଛି କୁତ୍ସିତ ଆଚରଣର ‌ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍‌ ଶେଷ ହେବା ପରେ ଗ୍ୟାଲେରିରେ ବାଂଲାଦେଶ କ୍ରିକେଟ୍‌ ଦଳର ସୁପରଫ୍ୟାନ୍‌ ଟାଇଗର ଅଲ୍ଲୀଙ୍କ ନାମରେ ପରିଚିତ ସୋଏବ ଅଲ୍ଲୀଙ୍କ ପ୍ରତି କିଛି ଦର୍ଶକ ଦୁର୍ବ୍ୟବହାର କରିବା ସହିତ ସାଙ୍ଗରେ ଆଣିଥିବା ବାଘ ମାସ୍କଟ୍‌କୁ ସେମାନେ ଛିନ୍‌ଭିନ୍‌ କରିଦେଇଥିବା ଦେଖାଯାଉଛି। ବିଡି କ୍ରିକ୍‌ ଟାଇମ୍‌ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଥିବା ଏହି ଭିଡିଓ ଭାଇରାଲ୍‌ ହେବା ପରେ ଭାରତୀୟ ପ୍ରଶଂସକଙ୍କୁ ବିଭିନ୍ନ ମହଲରେ ନିନ୍ଦାର ସରବ୍ୟ ହେବାକୁ ପଡ଼ିଛି। ଏପରିକି ବାଂଲାଦେଶ ଗଣମାଧ୍ୟମ ମଧ୍ୟ ଏଭଳି ବ୍ୟବହାରକୁ ନିନ୍ଦା କରିଛି। ୨୦୧୧ ବିଶ୍ବକପ୍‌ ଆୟୋଜନ ଅପେକ୍ଷା ୨୦୨୩ ଆୟୋଜନ ଅଧିକ ବିବାଦୀୟ ହୋଇପଡ଼ିଥିବା କିଛି ଏକ୍ସ ବ୍ୟବହାରକାରୀ ଉକ୍ତ ଭିଡିଓରେ ପ୍ରତିକ୍ରିୟା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button