ଦେଶ ବିଦେଶ

ରାଜମାର୍ଗରେ ଭୂସ୍ଖଳନ : ୪ ମୃତ – bajravana

[ad_1]

ନୂଆଦିଲ୍ଲୀ, ୧୨/୦୯ : ଜାମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗରେ ଭୂସ୍ଖଳନ ଘଟିବାରୁ ବଡ଼ ବଡ଼ ପଥର ମାନ ଖସି ଏଥିରେ ଯାତ୍ରା କରୁଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଆଜି ସକାଳ ୫ଟା ସମୟରେ ରାମବନ ଜିଲ୍ଲାର ଶେରବିବି ପାଖରେ ଥିବା ରାଜମାର୍ଗରେ ଭୂସ୍ଖଳନ ହେତୁ ଯାତାୟତକୁ ବନ୍ଦ କରାଯାଇଛି । ସ୍ଥାନୀୟ ଲୋକେ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ପ୍ରଥମେ ଆରମ୍ଭ କରି ଟ୍ରକରେ ଫସି ରହିଥିବା ୪ ଜଣଙ୍କ ଶବକୁ ବାହାରକୁ ଆଣିଥିଲେ । ଅଧିକାରୀମାନେ ମୃତକଙ୍କ ପରିଚୟ ମଧ୍ୟ ଦେଇଛନ୍ତି । ଏଥିରେ କୂଳଗ୍ରାମର ଟ୍ରକ ଚାଳକ ମୋହମ୍ମଦ ଅଜଫଲ ଗାରୂ, ତାଙ୍କ ଭାଇ ଅଲତାଫ ଗାରୂ, ଅନନ୍ତନାଗର ଇରଫାନ ଅହମଦ ଏବଂ ତାଙ୍କ ଭାଇ ଶୌକତ ଅହମଦ ବୋଲି ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button