ଦେଶ ବିଦେଶ

ଭୁଶୁଡିପଡିଲା ୩ ମହଲା କୋଠା : ୨ ମୃତ, ଅନେକ ନିଖୋଜ – bajravana

[ad_1]

ନୂଆଦିଲ୍ଲୀ, ୦୪/୦୯ : ଉତ୍ତରରପ୍ରଦେଶ ବାରାବଙ୍କିରେ ଘଟିଛି ଏକ ଅଘଟଣ । ତାସ ଘର ଭଳି ଭୁଶୁଡିପଡିଲା ୩ ମହଲା କୋଠା । ପରିବାର ଭଙ୍ଗା କୋଠା ତଳେ ଦବିଗଲେ । ଘଟଣା ଘଟିବାବେଳକୁ ସେମାନଙ୍କ ଚିକ୍ରାର ଶୁଣି ପାଖ ଲୋକେ ଦୌିଡିଆସି ଉଦ୍ଧାର କାର୍ଯ୍ୟ ଉଦ୍ଧାର କରିଥିଲେ । ଏନଡିଆରଏଫ୍ ଓ ଏସଡିଆରଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କୋଠା ଭୁଶୁଡିଲା ତା’ର କାରଣ ଏଯାଏଁ ଜଣାପଡିନାହିଁ । ସ୍ଥାନୀୟ ପୁଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋଠାଟି ମାତ୍ର ୩ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button