ଅପରାଧ

ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ୍ – bajravana

[ad_1]

ସମ୍ବଲପୁର: ବୃଦ୍ଧ ଦମ୍ପତି ନନ୍ଦକିଶୋର ଶର୍ମା ଓ ଇନ୍ଦ୍ରମଣି ଶର୍ମାଙ୍କୁ ତାଙ୍କ ପଡ଼ୋଶୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି, ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗୁଛି। କିଛି ପଡ଼ୋଶୀ ଶୁକ୍ରବାର ଦିନ ଘରକୁ ପଶି ଉଭୟ ବୃଦ୍ଧବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟେ ଆହତ ହୋଇଥିବା ବେଳେ ବୃଦ୍ଧାଙ୍କ ମୁଣ୍ଡ ଫାଟି ଯାଇଛି।

ଏ ନେଇ ନନ୍ଦକିଶୋରଙ୍କ ପୁଅ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପଡ଼ୋଶୀଙ୍କୁ ନୋଟିସ୍‌ ଦିଆଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button