ଜ୍ୟୋତିଷ

ତୁଳସୀର ରସକୁ ଗରମ କରି କାନରେ ପକାଇବା ଦ୍ଵାରା ମିଳିଥାଏ ଏହି ଚମତ୍କାରୀ ଫାଇଦା, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଆପଣଙ୍କୁ ଜଣେଇ ଦେଉଛୁ କି ତୁଳସୀ ଆୟୁର୍ବେଦିକ ଚିକିତ୍ସା ଭିତରୁ ସବୁଠୁ ଅଧିକ ପ୍ରଭାବଶିଳ ଔଷଧ ରୂପରେ ଜଣା ଯାଇଥାଏ । କ୍ୟାନ୍ସର ଓ ଏମିତି ଅନେକ ରୋଗରେ ତୁଳସି ଚମତ୍କାରି ରୁପରେ ଲାଭ ପହଞ୍ଚାଇ ଥାଏ । ଆମେ ଆପଣଙ୍କୁ କହି ଦେଉଛୁ କି ତୁଳସୀ ପତ୍ରର ରସକୁ ହାଲ୍କା ଗରମ କରି ଦିଅନ୍ତୁ ଓ ଏବେ ଦୁଇ ଦୁଇ ବୁନ୍ଦା କାନରେ ପକାନ୍ତୁ । ଏହା ଦ୍ଵାରା କାନ ବିନ୍ଧା ଦୂର ହୋଇଥାଏ । କେମିତି କରିବା ସେବନ ।

ଏହା ଦ୍ଵାରା ହୋଇଥାଏ କେତେକ ଲାଭ
ଆମେ ଆପଣଙ୍କୁ କହି ଦେଉଛୁ କି ଦାନ୍ତ ବିନ୍ଧାରେ ଗୋଲ ମରିଚ ଓ ତୁଳସୀର ପତ୍ରକୁ ଗୁଳା ବନେଇ ଦାନ୍ତ ତଳେ ରଖିବା ଦ୍ଵାରା ବହୁତ ଆରାମ ମିଳିଥାଏ ।

ସେଇଠି ତୁଳସିର ରସକୁ ଉଷୁମ ପାଣିରେ ମିଶେଇ କୁଳି କରିଲେ ଗଳାରେ ରୋଗ ଦୂର ହୋଇଥାଏ ।

 

ସେଇଠି ଆମେ ଆପଣଙ୍କୁ କହି ଦେଉଛୁ କି ତୁଳସୀ ପତ୍ରର ସେବନ କଲେ ଆପଣଙ୍କୁ ବାନ୍ତିରୁ ଆରମ ମିଳିଥାଏ ଓ ବନ୍ଦ ମଧ୍ୟ ହୋଇଯାଏ ।

ତୁଳସୀ ପତ୍ରର ରସ ଦିନରେ ତିନି ଥର ପିଇଲେ ଭୋକ ବଢ଼ିଥାଏ ।

ତା ସହିତ ହିଁ ୨ ଗ୍ରାମ ତୁଳସୀର ଜଟାକୁ ବିଟ ଲୁଣ ସହିତ ଦିନକୁ ତିନି ଚାରିଥର ନେଲେ ପେଟ ଦରଜରୁ ଆରମ ମିଳିଥାଏ ।

ଏହା ମଧ୍ୟ ହୋଇଥାଏ ଲାଭ:

ଏହା ସହିତ ଆମେ ଆପଣଙ୍କୁ କହି ଦେଉଛୁ କି ତୁଳସୀର ପତ୍ରକୁ ଅଳ୍ପ ଗରମ କରି ଦିଅନ୍ତୁ ଓ ଏବେ ଦୁଇ ଦୁଇ ବୁନ୍ଦା କାନରେ ପକାନ୍ତୁ । ଏହା ଦ୍ଵାରା କାନର ବିନ୍ଧା ଦୁର ହୋଇଥାଏ ।

କାନର ପଛପଟ ଫୁଲାକୁ ଠିକ କରିବା ପାଇଁ ତୁଳସୀ ପତ୍ର
ଅଳ୍ପ ଟିକେ ଲୁଣକୁ ବାଟି କି ତାହାକୁ ଉଷୁମ କରି ମଲମ ଭଳି ଲଗାନ୍ତୁ । ଏହା ଦ୍ବାରା କାନର ପଛପଟ ଫୁଲା ଭଲ ହୋଇ ଯାଇଥାଏ । ଆମେ ଆପଣଙ୍କୁ କହି ଦେଉଛୁ କି ଦାନ୍ତ ବିନ୍ଧାରେ ଗୋଲ ମରିଚ ଓ ତୁଳସିର ପତ୍ରକୁ ଗୋଲି କରି ଦାନ୍ତ ତଳେ ରଖିଲେ ଆରାମ ମିଳିଥାଏ । ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button