ସ୍ୱାସ୍ଥ୍ୟ

Thyroid ରୋଗରେ ବିଷ ସମାନ ହୋଇଥାଏ ଏହି ଖାଦ୍ୟ, ଆପଣ ଖାଉଛନ୍ତି କି ? ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଥାୟରଏଡ ରେ କେଉଁ ଜିନିଷ ଖାଇବା ଦ୍ଵାରା ତାହା ଜହର ସମାନ ହୋଇଥାଏ । ସର୍ବ ପ୍ରଥମେ କଥା ହେବା ଥାୟରଏଡ ର ସିମଟମସ ସମ୍ବନ୍ଧରେ । ଏହା ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଠାରେ ଅଧିକ ମାତ୍ରାରେ ଦେଖାଯାଇଥାଏ । ଏବଂ ଏଥିରେ ସବୁଠାରୁ ପ୍ରଥମେ କେଶ ଝଡିବା ଭଳି ସମସ୍ୟା ତଥା କେବେ କେବେ ମୋଟାପା ଅଧିକ ବଢିଥାଏ ଏବଂ କେବେ କେବେ ଶରୀର ଅଧିକ ପତଳା ହୋଇଯାଇଥାଏ ।

ଏଥିରେ ଷ୍ଟ୍ରେସ ମଧ୍ୟ ଦେଖିବାକୁ ମିଳିଥାଏ । ବିନା କୌଣସି କାରଣରେ ମସ୍ତିଷ୍କ ଷ୍ଟ୍ରେସ ରେ ରହିବାକୁ ଲାଗିଥାଏ । ଏହି ସବୁ ସିମଟମ ହେଲେ ଔଷଧ ର ପ୍ରଭାବ ମଧ୍ୟ ହୋଇ ନଥାଏ । ଏଣୁ କେତେକ ଜିନିଷ ଠାରୁ ଦୂରରେ ରହିବାକୁ ହେବ । ଆସନ୍ତୁ ଜାଣିବା ତାହା କଣ ଅଟେ ? ଥାୟରଏଡ ରୋଗୀ ଙ୍କୁ କଫି କେବେ ମଧ୍ୟ ସେବନ କରିବା କଥା ନୁହେଁ । ଯାହାକି ଟନସିଲ କୁ ବଢାଇବାରେ ବହୁତ ସାହାର୍ଯ୍ୟ କରିଥାଏ ।

ପଣ କଫି କୁ ଛାଡି ଦିଅନ୍ତି ତେବେ ତାହା ଉଚିତ ହେବ । ଏହା ସହିତ ବନ୍ଧାକୋବି, ଫୁଲକୋବି, ବ୍ରକୋଲି, ମୂଳା ଖାଇବା ମଧ୍ୟ ବହୁତ କ୍ଷତିକାରକ ହୋଇଥାଏ । ଏହା ସହିତ ଆୟୋଡିନ ଲୁଣ ଖାଇବା ମଧ୍ୟ ନିଷେଧ ଅଟେ । ଆମିଷ ଖାଇବା ଦ୍ଵାରା ମଧ୍ୟ ଟନସିଲ ବଢିଥାଏ, ଏହାକୁ ଖାଇବା ମଧ୍ୟ ଉଚିତ ନୁହେଁ । ଏହା ସହିତ ଥାଇରଏଡ ର ପ୍ରୋବ୍ଲେମ ରେ ମଲାଇ ଅଥବା ଯାହା ଉପରେ କ୍ରିମ ରହିଥାଏ ସେହିଭଳି ଜିନିଷ ଖାଇବା ଉଚିତ ନୁହେଁ ।

ଘରେ ଖାଦ୍ୟ ପ୍ରସ୍ତୁତି ସମୟରେ ଯେଉଁ ତେଲ ବ୍ୟବହାର କରୁଛନ୍ତି ଆପଣ ସେଥିରେ ନଡିଆ ତେଲ ବ୍ୟବହାର କରି ପାରନ୍ତି । ଏହା ସହିତ ଆପଣ ମଦ୍ୟପାନ କରନ୍ତୁ ନାହିଁ । ଥାୟରଏଡ ରୋଗୀ ଙ୍କ ପାଇଁ ଏହା ଜହର ସାଦୃଶ୍ୟ ହୋଇଥାଏ । ଏହା ଥାୟରଏଡ କୁ ଆହୁରି ବଢାଇଥାଏ । ଏହା ମେଡ଼ିସିନ ର ଅସର ହେବାକୁ ଦେଇ ନଥାଏ ।

ଏହା ଥିଲା ଥାୟରଏଡ ସମ୍ବନ୍ଧିତ ବିଶେଷ ବିବରଣୀ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button