ଦେଶ ବିଦେଶ

ଏହି 3 ଟି ଜିନିଷ ଖାଇବା ଦ୍ଵାରା ଏମିତି ହେଲା କି Doctor ବି ଆଶ୍ଚର୍ଯ୍ୟ ହୋଇଗଲେ – ଡେରିରେ ଆସିବ ବୁଢାପା

ବନ୍ଧୁଗଣ ନମସ୍କାର ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି । ଏବଂ ଘର ଖାଦ୍ୟକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେ-ମି-କା-ଲ ଥାଏ ଏବଂ ବାସୀ ମଧ୍ୟ ଥାଏ ।ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖ-ରା-ପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀ-ଡ଼ି-ତ ହୋଇଥାଉ । ଏବଂ ଆମ ର-କ୍ତ ମଧ୍ୟ ଅ-ଶୁ-ଦ୍ଧ ହୋଇ ଥାଏ । ଯାହା ଦ୍ୱାରା ଆମ ପା-ଚ-ନ ନଳୀ ମଧ୍ୟ ଖ-ରା-ପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁ-ର୍ବ-ଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖ-ରା-ପ ହେଲେ ମାନସିକ ସ୍ଥିତି ମଧ୍ୟ ଖ-ରା-ପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ ।ତେବେ ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଅନେକ ଔ-ଷ-ଧ ଖାଇଥାଉ । ଏବଂ ଅଧିକ ଔ-ଷ-ଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ଏହା ଛଡା ଏହି କାରଣ ଯୋଗୁଁ ଆମ ଶରୀର ଧୀରେ ଧୀରେ ଦୁ-ର୍ବ-ଳ ହୋଇ ପଡୁଛି ଏବଂ ଆମେ ବୟସ ପୂର୍ବରୁ ହିଁ ବୁଢା ହୋଇ ଯାଉଛୁ । ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା । ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ରାତିରେ ଭିଜେଇ ସକାଳେ ସେବନ କରିବା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଥାଏ ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କଣ କଣ ।ତେବେ ପ୍ରଥମରେ ହେଉଛି ଅଶ୍ୱଗନ୍ଧା ଗୁଣ୍ଡ, ତ୍ରିଫଳା ଗୁଣ୍ଡ ଏବଂ ଅଁଳା ଗୁଣ୍ଡ ଏହି ତିନିଟି ଜିନିଷ ରୁ ଅଳ୍ପ ପରିମାଣ ରେ ନେଇ ଗରମ ପାଣିରେ ମିଶାଇ ତାକୁ ଖାଲି ପେଟ ରେ ପିଇବା ଦ୍ୱାରା । ଆପଣ ଙ୍କ ଚ-ର୍ମ ସଂକୁଚିତ ହୁଏ ନାହିଁ ।
ଏହା ସହ କେଶ ବଢ଼ିଥାଏ ଏବଂ ତ୍ୱଚା ଉଜ୍ଜ୍ୱଳ ହୋଇ ଯାଇଥାଏ ଏବଂ କବ୍ଜ,ଗ୍ୟାସ ଆଦି ଅନେକ ସମସ୍ୟା ମଧ୍ୟ ଦେଖା ଯିବ ନାହିଁ ଏବଂ ବୁଢ଼ାପା ମଧ୍ୟ ଶୀଘ୍ର ଆସିବ ନାହିଁ କିମ୍ବା ଦୁ-ର୍ବ-ଳ ଲାଗିବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button